ସମ୍ବଲପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ସମ୍ବଲପୁରରେ ପ୍ରଥମ ଥର ପାଇଁ ଲାଗୁ ହେଲା ସାପ୍ତାହିକ ଦୁଇ ଦିନିଆ ସଟ୍ ଡାଉନ । ଆଜି ଶନିବାର ଓ ଆସନ୍ତାକାଲି ସହର ସଟ୍ ଡାଉନ ରହିବ । ଜରୁରୀ କାଳୀନ ସେବା ଉପରେ କଟକଣା ଜାରି ହେବ ନାହିଁ ବୋଲି ସମ୍ବଲପୁର ଏସ୍ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିୟମ ମାନି ଘରେ ସୁରକ୍ଷିତରେ ରହିବା ପାଇଁ ଏଥିରେ ସୂଚନା ଦିଆଯାଇଛି ।
Shut Down for today and tomorrow. Only permitted / emergency services are allowed. Break the chain of transmission. Don’t break the law. Stay at home. #WearAMask #MaintainSocialDistancing#StaySafeStayHome @odisha_police @DGPOdisha pic.twitter.com/JELDG1m7Xf
— SP SAMBALPUR (@SpSambalpur) July 11, 2020
BREAKING NEWS
- ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିକୁ ନେଇ କ୍ଷମା ମାଗିଲା NCERT
- ଶୀଘ୍ର ଶେଷ ହେବ ଇରାନ ଯୁଦ୍ଧ
- ବିସ୍ଫୋରଣରେ କମ୍ପି ଉଠିଲା ତେହେରାନ, ଲେବାନନରେ ୮୩ ଜଣ ଶିଶୁଙ୍କ ମୃତ୍ୟୁ
- ଗୁଣିଗାରେଡି ସନ୍ଦେହରେ ମାଡ଼ ଘଟଣାରେ ୧୦ ଗିରଫ
- ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା, ଆଗକୁ ରହିଛି ସୁପର ଏଲ୍ନିନୋ ଭୟ
- ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬
- Trump Urges Australia: ଇରାନ ମହିଳା ଫୁଟବଲ୍ ଦଳକୁ ଶରଣ ଦିଏ… ଟ୍ରମ୍ପ ଅଷ୍ଟ୍ରେଲିଆକୁ କାହିଁକି କଲେ ଅପିଲ?
- First time in History: ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ; ଦେଲା ୧୧୪ ଅଣ୍ଡା
- ଏଥର ଦୁର୍ଗାପୂଜାରେ ପରଦାକୁ ଆସିବ ଆକ୍ସନ୍, ଥ୍ରିଲର୍ ଫିଲ୍ମ “ମୋନଷ୍ଟର୍: ଦ ଅଲ୍ଟିମେଟ୍’
- ଆର୍ଥିକ ସଙ୍କଟରେ ପାକିସ୍ତାନ, ସାଉଦି ଆରବକୁ ମାଗିଲା ସହାୟତା
Comments are closed.