Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ହସ୍ପିଟାଲ୍ ରୁ ଡିସଚାର୍ଜ ପରେ ମା’ ପାଖକୁ ଯିବନି ବିଜୟିନୀ

ସମ୍ବଲପୁର: ଆଜି ହସ୍ପିଟାଲ୍ ରୁ ଡିସଚାର୍ଜ ହେବ ଶିଶୁକନ୍ୟା ‘ବିଜୟିନୀ’ । ସେଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି ମେଡିକାଲ । ଏନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଡିସଚାର୍ଜ ପରେ ଶିଶୁଟି ମା ପାଖକୁ ଯିବନି । ତାକୁ ମେଡିକାଲରୁ ସିଧା ସଳଖ ଶିଶୁ ଗୃହକୁ ନିଆଯିବ । ଗତ ୧ ମାସ…

ଆଜିଠୁ ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା ଆରମ୍ଭ

ସମ୍ବଲପୁର: ଆଜିଠାରୁ ହୀରାକୁଦ ଡ୍ୟାମରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସକାଳ ୬ଟାରୁ ଗଣନାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯିବ। ହୀରାକୁଦ ୱାଇଲ୍ଡ ଲାଇଭ ଡିଜିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ଼ ସଂଲଗ୍ନ ଜଳଭଣ୍ଡାରରେ ଗଣନା କରାଯାଉଛି ।…

ବସ୍ ଧକ୍କାରେ ନାବାଳକ ମୃତ ; ଘଟଣାସ୍ଥଳରେ ପୁଲିସର ଲାଠିଚାର୍ଜ 

ସମ୍ବଲପୁର ;  ସମ୍ବଲପୁରରେ ବସ୍ ଚକାତଳେ ଚାଲିଗଲା ନାବାଳକ ପୁଅର ଜୀବନ। ସ୍କୁଟି ନେଇ ମାର୍କେଟକୁ ମା‘ଙ୍କ ପାଇଁ ଔଷଧ ଆଣିବାକୁ ଯିବାବେଳେ, ନାବାଳକର ସ୍କୁଟିକୁ ଧକ୍କା ଦେଇଥିଲା ବସ୍।   ସୂଚନା ଅନୁସାରେ ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ…

ମାନସିକ ରୋଗୀ ନା ସୁଚିନ୍ତିତ ଯୋଜନା, ମା’ କହିଲା ଶିଶୁ କନ୍ୟାକୁ ବୋରୱେଲରେ ପକାଇବାର କାରଣ

ସମ୍ବଲପୁର: ମୁହଁ ଖୋଲିଲେ ବିଜୟିନୀର ମା’ । କହିଲେ ମାନସିକ ସ୍ଥିତି ଠିକ୍ ନଥିବାରୁ ଶିଶୁକୁ ବୋରୱେଲ୍ ମଧ୍ୟକୁ ପକେଇ ଦେଇଥିଲି । ତେବେ ଏହି କଥା ଭିତରେ କେତେ ସତ୍ୟତା ରହିଛି ତା’ ଉପରେ ଏବେ ପ୍ରଶ୍ନ ଉଠିଛି । କାରଣ ବିଜୟିନୀର ମା’ ନିଜକୁ ମାନସିକ ରୋଗୀ କହୁଥିବା ବେଳେ ଡାକ୍ତର କିନ୍ତୁ ଏହି…

ପ୍ରତିଶୃତି ରଖିଲେ କେନ୍ଦ୍ରମନ୍ତ୍ରୀ, ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ସମେତ ବୀର ସୁରେନ୍ଦ୍ର ସାଏଙ୍କ…

ସମ୍ବଲପୁର: ଓଡ଼ିଶାର ଦେବ୍ରୀଗଡ଼ ସମେତ ଖିଣ୍ଡା ଗ୍ରାମକୁ ବିଶେଷ ଆକର୍ଷଣୀୟ ସ୍ଥାନ ଭାବେ ସ୍ୱଦେଶ ଦର୍ଶନ ୨.୦ରେ ସାମିଲ କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ପତ୍ର ପ୍ରକାଶ ପାଇଛି । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭାଗୀୟ ମନ୍ତ୍ରୀ ଜି…

ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ମିଳିଲା ବିଜୟିନୀର ମା’ଙ୍କ ପରିଚୟ

ସମ୍ବଲପୁର: ମିଳିଲା ବିଜୟିନୀ ମାର ପରିଚୟ । ସମ୍ବଲପୁରର ରେଙ୍ଗାଲି ବୋର୍‌ୱେଲରୁ ଉଦ୍ଧାର ଶିଶୁକନ୍ୟାର ମାଆଙ୍କ ପରିଚୟ ମିଳିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି । ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିବା କହିଛନ୍ତି ସମ୍ବଲପୁର…

ମୃତ୍ୟୁକୁ ଜୟ କରି ନାଁ ହେଲା ବିଜୟିନି, ହସ୍ପିଟାଲରେ ହେଲା ଏକୋଇଶିଆ

ଭୁବନେଶ୍ଵର: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ । ମୃତ୍ୟୁକୁ ଜୟ କରି ବୋରୱେଲ୍ ରୁ ସୁରକ୍ଷିତ ବାହାରିଥିଲା ବୋଲି ଆଜି ତା ନାଁ ହେଲା ବିଜୟିନି । ଆପଣ ଭାବୁଥିବେ ଆମେ ଏପରି କାହା କଥା କହୁଛୁ । ଇଏ ହେଉଛି ସେଇ ଶିଶୁ ଯାହାର ଜନ୍ମର କେଇ ଘଣ୍ଟା ପରେ ପରିତ୍ୟକ୍ତ…

ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ ସମ୍ବଲପୁର ଉନ୍ନୟନ କର୍ତ୍ତୁପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର । ସକାଳୁ ସକାଳୁ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘରେ ରେଡ୍ କରାଯାଉଛି । ଜୁନିଅର୍ କ୍ଲର୍କ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ବି ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ…

ମୋବାଇଲ ଛଡାଇ , ଟଙ୍କା ଲୁଟୁଥିଲେ : ବନ୍ଧା ହେଲେ ବର୍ଦ୍ଦି ବାବୁ

ସମ୍ବଲପୁର : ବର୍ଦ୍ଦି ବାବୁଙ୍କ ଦବଙ୍ଗଗିରି  । ମୋବାଇଲ ଛଡାଇବା ଓ ଟଙ୍କା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ । ସୂଚନା ଅନୁସାରେ ହଠାତ୍ କିଛି ଯୁବକ ଅଇଁଠାପାଲି ଥାନା ପାଞ୍ଚୋଗୋଚ୍ଛିଆ ନିକଟରେ ଥିବା…

ଆସ ବୁଲିଯିବା ଓଡିଶା: ପର୍ଯ୍ୟଟକଙ୍କ ମନମୋହୁଛି ଗୁଦଗୁଦା ଜଳପ୍ରପାତ

ସମ୍ବଲପୁର: ଚାଲିଛି ଶୀତ ଋତୁ । ଶୀତ ଋତୁରେ ନୂଆନୂଆ ପର୍ଯ୍ୟଟନସ୍ଥଳ ବୁଲିଯିବା ସହ ବଣ ଭୋଜି କରିବାକୁ ସମସ୍ତେ ଭଲ ପାଆନ୍ତି । ଥଣ୍ଡା ପାଗରେ ବୁଲିବାର ମଜା ନିଆରା । ଯଦି ଝରଣା, ପାହାଡ ଓ ଘଞ୍ଚ ଜଙ୍ଗଲରେ ପିକନିକ୍ ହୁଏ ତେବେ କଥା ସରିଲା । ପ୍ରାକୃତିକ ଶୋଭାରାଜିକୁ ଭଲ କରି ଉପଭୋଗ କରିବା ସହ…