ସମ୍ବଲପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ସମ୍ବଲପୁରରେ ପ୍ରଥମ ଥର ପାଇଁ ଲାଗୁ ହେଲା ସାପ୍ତାହିକ ଦୁଇ ଦିନିଆ ସଟ୍ ଡାଉନ । ଆଜି ଶନିବାର ଓ ଆସନ୍ତାକାଲି ସହର ସଟ୍ ଡାଉନ ରହିବ । ଜରୁରୀ କାଳୀନ ସେବା ଉପରେ କଟକଣା ଜାରି ହେବ ନାହିଁ ବୋଲି ସମ୍ବଲପୁର ଏସ୍ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିୟମ ମାନି ଘରେ ସୁରକ୍ଷିତରେ ରହିବା ପାଇଁ ଏଥିରେ ସୂଚନା ଦିଆଯାଇଛି ।
Shut Down for today and tomorrow. Only permitted / emergency services are allowed. Break the chain of transmission. Don’t break the law. Stay at home. #WearAMask #MaintainSocialDistancing#StaySafeStayHome @odisha_police @DGPOdisha pic.twitter.com/JELDG1m7Xf
— SP SAMBALPUR (@SpSambalpur) July 11, 2020
BREAKING NEWS
- ସମାଲୋଚକଙ୍କ ଉପରେ ରାଗିଗଲେ କୋହଲି
- ନଡ୍ଡାଙ୍କ ରାଲି ପାଇଁ ବିଜେପି ଛୋଟ ଛୁଆଙ୍କୁ ବ୍ୟବହାର କରିଛି, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି
- ଗୋଟିଏ ଲୋକସଭା ଓ ଦୁଇଟି ବିଧାନସଭାରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଏବେ ବି ଅସ୍ପଷ୍ଟ ନୀଳଗିରି ଏବଂ କାକଟପୁର
- ଆଇପିଏଲ ୨୦୨୪: ବୃଦ୍ଧି ପାଉଛି ଶତକ ସଂଖ୍ୟା
- ବିଜେଡି ଶାସନରେ ଓଡ଼ିଶାର ପରିଚୟ ଓ ଭାଷା ପ୍ରତି ବିପଦ ରହିଛି: ମୋଦୀ
- ତୀରନ୍ଦାଜ ବିଶ୍ୱକପ: ୧୪ ବର୍ଷ ପରେ ଭାରତୀୟ ପୁରୁଷ ଟିମ ଜିତିଲା ସ୍ୱର୍ଣ୍ଣ
- ରାଜ୍ୟ ସରକାରକୁ ଜେପି ନଡ୍ଡାଙ୍କ ଟାର୍ଗେଟ୍: ଓଡ଼ିଶା ବିକାଶ ପାଇଁ ସରକାର ବଦଳିବା ଦରକାର
- ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ, ବେଙ୍ଗାଲୁରର କ୍ରମାଗତ ଦ୍ୱିତୀୟ ବିଜୟ
- ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ଧରପଗଡ଼, ୩ ଜଣଙ୍କୁ ବାନ୍ଧିଲା ପୋଲିସ
- ଟାଇଟାନିକ ଜାହଜରେ ଯାତ୍ରା କରିଥିବା ବ୍ୟକ୍ତିଙ୍କ ଘଂଟା ନିଲାମ ହେଲା ରେକର୍ଡ ଟଙ୍କାରେ