ସୁନ୍ଦରଗଡ଼: ଗଞ୍ଜେଇ ଚାଲାଣ ରାକେଟରେ ମହିଳା । କାରରେ ଚାଲାଣ ବେଳେ ଧରିଲା ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ । ଜଣେ ମହିଳାଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି । ଟାଉନ୍ ଥାନା ଅନ୍ତର୍ଗତ ରାଣୀବଗିଚା ବାଇପାସ ନିକଟରୁ ଗାଡ଼ି ଓ ଗଞ୍ଜେଇ ଜବତ ହୋଇଛି । ପୋଲିସ ଜବତ କରିଛି ୭୦ କିଲୋଗ୍ରାମ୍ ଗଞ୍ଜେଇ । ଉମରକୋଟରୁ ମଥୁରାକୁ ଚୋରା ଚାଲାଣ ହେଉଥିଲା । ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୫ ହଜାର ଟଙ୍କା ବି ମିଳିଛି । ସେମାନଙ୍କୁ ଅଧିକ ପଚରାଉଚରା କରୁଛି ପୋଲିସ ।
BREAKING NEWS
- ଏସଆଇଆର କାମରେ ଅବହେଳା ପାଇଁ ଶିକ୍ଷକ ନିଲମ୍ବିତ
- Double murder: ମା’-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା
- ହସୁଥିବା ମଣିଷ ଚାଲିଗଲା କୋମାକୁ; ସିସିଟିଭି କ୍ୟାମେରାରେ କଏଦ ହେଲା ରାସ୍ତା କଡ଼ର ସେହି ଭୟଙ୍କର ଦୃଶ୍ୟ
- ୨ନାବାଳିକାଙ୍କୁ କରାଯାଇଥିବା ଦୁଷ୍କର୍ମ ମାମଲାର ଶୁଣାଣି; ଉଭୟ ଦୋଷୀଙ୍କୁ ଜେଲ୍ ଦଣ୍ଡ
- ନିଜ ବାଡି ଛତୁ ଖାଇ ୬ଅସୁସ୍ଥ; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
- ଖେଳ ପଡ଼ିଆରୁ ସନ୍ତ୍ରାସବାଦର ଗୁପ୍ତ ସୁଡ଼ଙ୍ଗ; ପୂର୍ବତନ ଖେଳାଳିଙ୍କ ଭାଇଙ୍କ ମୃତ୍ୟୁ ପରେ ଖୋଲିଲା ବଡ଼ ସାଙ୍ଘାତିକ ସତ
- ମାତ୍ର କେଇ ଶହ ଟଙ୍କା ପାଇଁ ଖଟୁଥିବା ଝିଅ ପାଲଟିଗଲା କୋଟିପତି? ପଛରେ ଲୁଚିଛି ଏକ ଭୟଙ୍କର ଷଡ଼ଯନ୍ତ୍ର?
- ନିମିଷକେ ବଦଳି ଯାଇଥାନ୍ତା ଭାଗ୍ୟ, ହେଲେ ଲକ୍ଷ ଲକ୍ଷ ଟଙ୍କାର ପ୍ରଲୋଭନକୁ ଏଭଳି ଭାବେ ପ୍ରତ୍ୟାଖ୍ୟାନ କଲେ ଓଡ଼ିଆ ପୁଅ
- ଯୁବପିଢ଼ିଙ୍କୁ ବରବାଦ୍ କରିବାକୁ ସ୍ପେଶାଲ୍ ଡେଲିଭରୀ; ଭୁବନେଶ୍ୱରରୁ ଗିରଫ ହେଲା ବଡ଼ ନିଶା ବେପାରୀ
- ରୋଗୀଙ୍କ ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଲା ଏମ୍ସ ପରିସର; ଜରୁରୀକାଳୀନ ୱାର୍ଡ ଭିତରେ ଡାକ୍ତରଙ୍କ ସହ କଣ ଘଟିଲା?

Comments are closed.