Latest Odisha News

BREAKING NEWS

Browsing Tag

4 arrested

[ଭିଡ଼ିଓ] ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣା, ୪ ଗିରଫ

ପୁରୀ : ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣା। ଏହି ଘଟଣାରେ ଆଜି ୪ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାୟ ବାହାଦୂର ଲେନର ରାକେଶ ମହାପାତ୍ର ଓ ତାଙ୍କ ପତ୍ନୀ ନମିତା ବେହେରା । ଆଉ ଦୁଇ ଅନ୍ୟ ଅଭିଯୁକ୍ତ ହେଲେ ପୁରୀ ସଦର ଥାନା ପତିତପାବନ ନଗରର ପୂର୍ଣଚନ୍ଦ୍ର ବେହେରା,…

ଭଦ୍ରକରେ ଅବାଧ ଗଂଜେଇ ଚାଲାଣ, ୪ ଗିରଫ

ଭଦ୍ରକ: ପରିସୀମାରେ ବେଶ ଛୋଟ ଭଦ୍ରକ ଜିଲ୍ଲା । ହେଲେ ଏଠି ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କାରବାର । ମାତ୍ର କିଛି ଦିନ ପୂର୍ବରୁ ବନ୍ତ ଛକରେ ବ୍ରାଉନ୍ ସୁଗାର ଓ ଆସ୍କା ଫୋର୍ଟ ମଦ ଜବତ ହୋଇଥିଲା । ହେଲେ ଗତକାଲି ଗଂଜେଇ ଚାଲାଣ କାରବାରରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଭଦ୍ରକ…

ଗଞ୍ଜେଇ ଚାଲାଣ ରାକେଟରେ ମହିଳା, ୪ ଜଣ ଗିରଫ

ସୁନ୍ଦରଗଡ଼: ଗଞ୍ଜେଇ ଚାଲାଣ ରାକେଟରେ ମହିଳା । କାରରେ ଚାଲାଣ ବେଳେ ଧରିଲା ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ । ଜଣେ ମହିଳାଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି । ଟାଉନ୍ ଥାନା ଅନ୍ତର୍ଗତ ରାଣୀବଗିଚା ବାଇପାସ ନିକଟରୁ ଗାଡ଼ି ଓ ଗଞ୍ଜେଇ ଜବତ ହୋଇଛି । ପୋଲିସ ଜବତ କରିଛି ୭୦ କିଲୋଗ୍ରାମ୍ ଗଞ୍ଜେଇ ।…

କଟକ ଜୁଏଲେରୀ ଶୋ’ରୁମରୁ ଚୋରୀ ଘଟଣାରେ ଅଭିଯୁକ୍ତ ଗିରଫ

କଟକ : ଡିସେମ୍ବର ୫ତାରିଖରେ ଜଗତପୁର ଅଂଚଳରେରେ ଥିବା ଏକ ଜୁଏଲେରୀ ଶୋ’ରୁମ ଚୋରୀ ଘଟଣାର ପର୍ଦ୍ଦାଫାସ ହୋଇଛି । ପୋଲିସ ଏହି ଏହି ଘଟଣାରେ ୪ଜଣ ଚୋର ଓ ଚୋରି ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୫ କେଜି ରୁପା, ୩୮୫ ଗ୍ରାମ ସୁନା, ୧୨୪୦୦ ଟଙ୍କା, ଗୋଟିଏ କାର, ୨ଟି…

୭.୫ ଗ୍ରାମ ବ୍ରାଉନ ସୁଗାର ଜବତ, ୪ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଛତିଆ ଅଂଚଳରେ ମେଲିଛି ଧଳା ଜହର କାରବାର । ଏହି କାରବାରର ପର୍ଦ୍ଦାଫାଶ କରିଛି ଯାଜପୁର ଜିଲ୍ଲା ବୈରୀ ପୋଲିସ । ଜିଲ୍ଲା ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ଛତିଆ କମ୍ପାନୀ ବଜାରରେ ଚଢଉ କରି ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ସୋଲର, ବାଲିଚନ୍ଦ୍ରପୁର ଓ…

ଏକ କ୍ୱିଂଟାଲରୁ ଅଧିକ ଗଂଜେଇ ଜବତ, ୪ ଗିରଫ

ଜୟପୁର: ଜୟପୁର ସଦର ପୋଲିସକୁ ମିଳିଛି ବଡ ସଫଳତା । ଆଜି ଏକ କ୍ୱିଂଟାଲରୁ ଅଧବକ ଗଂଜେଇ ଜବତ କରିଛି ପୋଲିସ । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ, ଜୟପୁର କୋରାପଟୁ ଘାଟିର ମନ୍ଦିର ନିକଟରୁ ଏକ ଟ୍ରକ୍‌ରେ ଗଂଜେଇ ଲୋଡିଂ ହୋଇଥିବା ବେଳେ…