ଭୁବନେଶ୍ୱର: ଅନୁଗୋଳ-ତାଳଚେର ରୋଡ୍ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ଲାଇନରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳ । ୧୨ଟି ଟ୍ରେନର ଚଳାଚଳ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନ୍ର ଗତିପଥ ବଦଳିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ବର୍ଷାରେ ପାଣି ଜମିବା ଯୋଗୁଁ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।
ବାତିଲ ହୋଇଥିବା ଟ୍ରେନ୍
ରାଉରକାଲେ-ପୁରୀ ସ୍ପେଶାଲ୍(୦୮୧୦୫)
ରାଉରକେଲା-ଭୁବନେଶ୍ୱର ସ୍ପେଶାଲ(୦୨୮୬୧)
ପୁରୀ-ରାଉରକେଲା(୦୮୧୦୬)
ଭୁବନେଶ୍ୱର-ରାଉରକେଲା ସ୍ପେଶାଲ(୦୮୨୬୦)

ଗତିପଥ ବଦଳାଇଥିବା ଟ୍ରେନ୍
ଆନନ୍ଦବିହାର-ଭୁବନେଶ୍ୱର ସ୍ପେଶାଲ୍(୦୨୮୧୪)
ବିଶାଖାପାଟଣା-ଅମ୍ରିତସର ସ୍ପେଶାଲ(୦୮୫୦୩)
ଦୁର୍ବ-ପୁରୀ ସ୍ପେଶାଲ (୦୮୪୨୬)
ହାତିଆ-ପୁରୀ ସ୍ପେଶାଲ (୦୮୪୫୧)
ଏଲଟିଟି-ପୁରୀ ସ୍ପେଶାଲ (୦୨୧୪୫)
ବିକାନିର-ପୁରୀ ସ୍ପେଶାଲ (୦୪୭୦୯)
ଗୁଣୁପୁର-ରାଉରକେଲା ସ୍ପେଶାଲ (୦୮୧୨୮)
ପୁପୀ-ଆଜମେର ସ୍ପେଶାଲ (୦୨୦୩୭)
BREAKING NEWS
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ;’ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
- ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର, ନେଟ୍ସକୁ ଫେରିଲେ କ୍ୟାପଟେନ କୁଲ
- ୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା, ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନଜିର ଜନ ଗଣନା
- Gold rate: ହଳଦିଆ ଓ ଧଳା ଧାତୁର କମିଲା ଦର
- Kanya Sumangala Yojana:‘ଝିଅ ଜନ୍ମ ହେବାର ବର୍ଷକ ଭିତରେ ସରକାର ଟଙ୍କା ପଠାଇବେ’
Comments are closed.