Latest Odisha News

BREAKING NEWS

Browsing Tag

Train derail

ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା, ୨୨ ମୃତ

କରାଚି: ରବିବାର ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ରାବଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ୍ ହୋଇଥିବା ବେଳେ ଏବେ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହୋଇଛି । ୮୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଶହଜାଦପୁର ଓ ନବାବଶାହ ମଝିରେ ଥିବା ସହାରା…

ଟଳିଗଲା ବଡ଼ ଅଘଟଣ, ପ୍ଲାଟଫର୍ମରୁ ପଛକୁ ଫେରିବା ବେଳେ ପୁରୀ-ଗୁଣପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ୍

ପୁରୀ: ପୁରୀ ରେଲୱେ ଷ୍ଟେସନରେ ଏକ ବଡ଼ ଅଘଟଣ ଟଳି ଯାଇଛି । ଯାତ୍ରୀଙ୍କୁ ନେଇ ପୁରୀ-ଗୁଣପୁର ଏକ୍ସପ୍ରେସ୍ ପୁରୀ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ଯାତ୍ରୀ ଓହ୍ଲାଇ ଯିବାର କିଛି ସମୟ ପରେ ପଛକୁ ଫେରିବା ସମୟରେ ଲାଇନଚ୍ୟୁତ୍ ହୋଇଛି ପୁରୀ-ଗୁଣପୁର ଏକ୍ସପ୍ରେସ୍ । ସଟିଂ ଲାଇନରେ ୩ଟି ବଗି…

ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

କୋରେଇ: କୋରେଇ ରେଳ ଦୁର୍ଘଟଣାସ୍ଥଳକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗସ୍ତ କରିଛନ୍ତି । ଦୁର୍ଘଟଣା ସମ୍ପର୍କରେ  ତଦନ୍ତ କରି ସେ କହିଛନ୍ତିଯେ, ସନ୍ଧ୍ୟା ସୁଦ୍ଧା ଗୋଟିଏ ଲାଇନକୁ ସଫା କରିଦିଆଯିବ । ମୃତାହତମାନଙ୍କୁ ସରକାରଙ୍କ ଘୋଷଣା ଅନୁସାରେ ଅନୁକମ୍ପା ରାଶି ମିଳିବ । ରେଲଓ୍ୱେ ପକ୍ଷରୁ…

ଅନୁଗୋଳ-ତାଳଚେର ରୋଡ୍‌ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଏସବୁ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: ଅନୁଗୋଳ-ତାଳଚେର ରୋଡ୍‌ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ଲାଇନରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳ । ୧୨ଟି ଟ୍ରେନର ଚଳାଚଳ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।…

ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍ ଇଂଜିନ୍‌

ପୁରୀ: ଟ୍ରକ୍‌ରୁ ଲାଇନ୍ ଚ୍ୟୁତ ହେଲା ୩ଟି ବଗି । ପୁରୀ ଚନ୍ଦନପୁର-ତୁଲସୀଚଉରା ମଧ୍ୟରେ ଏକ ଖାଲି ଟ୍ରେନ୍‌ର ଇଂଜିନ୍‌, ଆଗ ୩ଟି ବଗି ଓ ପଛର ଗୋଟିଏ ଚକା ଲାଇନ୍‌ଚ୍ୟୁତ ହୋଇଛି । ଖୋର୍ଦ୍ଧା ରୋଡରୁ ଆସୁଥିବା ବେଳେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡିଛି । ତେବେ କେଉଁ କାରଣ ଯୋଗୁଁ…