Latest Odisha News

BREAKING NEWS

ପୂର୍ବତଟ ରେଳପଥର ୪୧ଟି ଷ୍ଟେସନରେ ଉପଲବ୍ଧ ହେଲା ୱାଇ-ଫାଇ ସେବା

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ତଥା ୨୦୧୮ -୨୦୧୯ ମସିହା ମଧ୍ୟରେ ପୂର୍ବତଟ ରେଳପଥ ପରିସୀମାରେ ୪୧ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ପ୍ରଦାନ କରାଯାଇଅଛି । ବର୍ତମାନ ପୂର୍ବତଟ ରେଳପଥରେ ସମୁଦାୟ ୧୦୦ ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ଉପଲବ୍ଧ ହୋଇପାରିଛି।

୨୦୧୮-୧୯ ଆର୍ଥିକ ବର୍ଷରେ ୱାଇ-ଫାଇ ସେବା ପ୍ରଦାନ କରାଯାଇଥିବା ୪୧ଟି ଷ୍ଟେସନ ଗୁଡିକ ହେଲା …

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ରେ ୨୯ ଟି ଷ୍ଟେସନ

ବାଉଦପୁର
କେନ୍ଦୁଆପଦା
ମଞ୍ଜୁରୀ ରୋଡ଼
ବୈତରଣୀ ରୋଡ଼
କୋରେଇ
ଯଖପୁରା
ଜେନାପୁର
ନୂଆ ଗଡମଧୁପୁର
ହରିଦାସପୁର
ଧାନମଣ୍ଡଳ
ବରୀଠେଙ୍ଗଡ଼
ବୈରୀ
ନିର୍ଗୁଣ୍ଡି
କେନ୍ଦ୍ରାପଡା ରୋଡ଼
କାଇପଦର ରୋଡ଼
ତାପଙ୍ଗ
କୁହୁଡି
ଗଙ୍ଗାଧରପୁର
ସୋଲାରି
ରମ୍ଭା
ହୁମା
ଗଂଜାମ
ଜଗନ୍ନାଥପୁର
ଗୋଳନ୍ଥରା
ଶୁର୍ଲା ରୋଡ଼
ଝାଡ଼ପୁଡ଼ି
ବାରୁଭା
ମଣ୍ଡାସା ରୋଡ଼
ସୁମାଦେବୀ

ସମ୍ବଲପୁର ରେଳ ମଣ୍ଡଳରେ ୧୦ ଟି ଷ୍ଟେସନ –

ଖରିଆର ରୋଡ଼

ୱାଲଟିୟର ରେଳ ମଣ୍ଡଳରେ ୧୧ ଟି ଷ୍ଟେସନ ଯଥା –

ପୁଣ୍ଡି
ନୌପଡା ରୋଡ଼
କୋଟାବୋମାଲି
ତିଲାରୁ
ଉରଲମ
ଦୁସି
ପୋନ୍ଦୁରୁ
ସିଗାଡ଼ମ
ଚିପୁରୁପଲ୍ଲୀ
ଗୀରିଭିଡ଼ି
ଶୃଙ୍ଗାଭରପୁ କୋଟା ଷ୍ଟେସନ

Leave A Reply

Your email address will not be published.