ଭୁବନେଶ୍ୱର :ରାଜଧାନୀରେ ପୁଣି ମାତିଛନ୍ତି ସାଇବର ଠକ ।ସାଇବର ଲୁଟେରା ମାନେ ପୋଲିସ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୪୮ ହଜାର ଟଙ୍କା ଲୁଟି ନେଇଥିବା ହୋଇଥିବା ଅଭିଯୋଗ ହୋଇଛି । କ୍ରାଇମବ୍ୟୁରୋ ସବ ଇନିସ୍ପେକ୍ଟର ବିଜୟ ମହାଳୀଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଭୁବନେଶ୍ୱର ସାଇବର ଥାନାରେ ବିଜୟ ମହାଳୀ ଅଭିଯୋଗ କରିଛନ୍ତି ।ରାଜ୍ୟରେ ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବା ବେଳେ । ସାଇବର କ୍ରାଇମର ମାଷ୍ଟର ମାଇଣ୍ଡ କିଏ ପୋଲସ ତଦନ୍ତ ଜାରି ରଖିଛିା
BREAKING NEWS
- ଭୟାବହ ଯୁଦ୍ଧ ସ୍ଥିତି ପାଇଁ ‘ଇଫ୍ତାର ଓ ଇଦ୍ ମିଲନ’ ପାଳନ କରିବନି ବିଜେଡି…
- ଭୋଟର ତାଲିକାରୁ କଟିଲା ୬୩ ଲକ୍ଷ ନାଁ ଦୋହଲି ଯିବ କି ଦିଦିଙ୍କ ଆସନ !
- Gold rate falls: ଖସିଲା ସୁନା ଦର; ଜାଣନ୍ତୁ କ’ଣ ରହିଛି ଦାମ୍
- ବିଜେପିକୁ ବାଏବାଏ କଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ
- ଆଇପିଏଲ: ୩୦୦ କ୍ଲବରେ ସାମିଲ ହେବା ପାଇଁ କୋହଲିଙ୍କୁ ଆବଶ୍ୟକ ୯ ଛକା
- Physical Education: ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା
- Brain behind Iran’s ‘Mosaic Defence’: କେମିତି ଇସ୍ରାଏଲ-ଆମେରିକା ଆଗରେ ଏପର୍ଯ୍ୟନ୍ତ ଦୃଢ଼ ଭାବେ ଛିଡ଼ା ହୋଇଛି ଇରାନ? ପଛରେ ଅଛି ଏହି ବ୍ୟକ୍ତିଙ୍କ ମାଷ୍ଟରମାଇଣ୍ଡ…
- ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍ ଟାୱାର, ଉପକୃତ ହେବ ଏତିକି ଗାଁ..
- କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ
- Is Neena Gupta Pregnant?: ୬୬ ବର୍ଷ ବୟସରେ କ’ଣ ସତରେ ମା’ ହେବାକୁ ଯାଉଛନ୍ତି ନୀନା ଗୁପ୍ତା? ଏମିତି କହିଦେଲେ… ଫ୍ୟାନ୍ସ ବି ଆଚମ୍ବିତ!
Comments are closed.