ମୟୁରଭଞ୍ଜ : ବାହାଘର ପ୍ରସେନରେ ଜୀଅନ୍ତା ନାଗନାଗୁଣୀ ନେଇ ନାଚିବା ପଡ଼ିଲା ମହଙ୍ଗା। ସାପ ଖେଳାଳି ସମେତ ୫ଜଣ ଅଟକ। ତା ସହିତ ସାପକୁ ଉଦ୍ଧାର କରିଛି ବନ ବିଭାଗ।
ଭଲରେ ଦେଖନ୍ତୁ ଏହି ଦୃଶ୍ୟକୁ। ଏକ ବାହାଘର ପ୍ରସେସନରେ ନିରୀହ ଜୀବମାନଙ୍କୁ ଛାଡିଲାନି ମଣିଷ। ନିଜ ଆଭିଜାତ୍ୟ ଆଉ ମନୋରଞ୍ଜନ ଆଳରେ ପାଟି ଫିଟୁନଥିବା ଜୀବ ମାନଙ୍କୁ ଧରି ନାଚ କରିବା ବେଶ୍ ନିନ୍ଦନୀୟ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳରେ। ବାହାଘର ପ୍ରସେସନରେ ସାପୁଆ କେଳା ଜଣକ ବିନ୍ ବଜାଇ ଗୀତର ତାଳେ ତାଳେ ସାପ ଧରି ନାଚୁଥିବାର ଦୃଶ୍ୟ ସବୁଆଡେ ଭାଇରାଲ ହୋବାରେ ଲାଗିଛି।
ତେବେ ଏହି ସାପ ସହ ନାଚୁଥିବାର ଭିଡ଼ିଓ ଭାଇରାଲ ହେବା ପରେ ପରେ ନିଆଯାଇଛି ପଦକ୍ଷେପ। ଆଉ ଶେଷରେ ସାପଟିକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.