Latest Odisha News

BREAKING NEWS

ଗଞ୍ଜେଇ ଚୋରା ଚାଲାଣ, କାର୍ ସହ ୫୫ କିଲୋ ଗଞ୍ଜେଇ ଜବତ

ପାରାଦୀପ: ପାରାଦୀପ ଅବକାରୀ ବିଭାଗର ଚଢ଼ାଉ । ୫୫ କିଲୋ ଗଂଜେଇ ସହ ଗୋଟିଏ ଟୟୋଟା ଇଟିୟସ କାର୍ ଜବତ ।

ସୂଚନାଯୋଗ୍ୟ ଯେ, ପାରାଦୀପ ନିକଟସ୍ଥ ଭୁତମୁଣ୍ଡାଇ ଛକ ନିକଟରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଚଢାଉ ବେଳେ ୫୫ କିଲୋ ଗଂଜେଇ ଜବତ ହୋଇଛି । ଘଟଣାସ୍ଥଳରୁ ଗଂଜେଇ ଚାଲାଣକାରୀ ଫେରାର ହୋଇଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ଥାନା ଅଧିକାରୀ । ଜବତ ଗଂଜେଇର ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଅଧିକ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.