Latest Odisha News

BREAKING NEWS

ବୋରୱେଲରେ ଖସିପଡିଲା ୬ ବର୍ଷର ଶିଶୁ

ଇନ୍ଦୋର : ବୋରୱେଲରେ ଖସିପଡିଲା ଶିଶୁ । ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ  ବୋରୱେଲରେ ଖସିପଡିଲା ୬ ବର୍ଷର ଶିଶୁଟି । ଗତ କାଲି ଖେଳୁଥିବା ବେଳେ ଗଳିପଡଛି ଶିଶୁଟି । ଏହି ଘଟଣାଟି ଉତ୍ତରପ୍ରଦେଶ ସୀମା ନିକଟ ମାଣିକା ଗ୍ରାମରେ ରାତି ପ୍ରାୟ ୩ ଟା ବେଳେ ଘଟିଥିଲା।ରେୱା କଲେକ୍ଟର ପ୍ରତୀଭା ପାଲଙ୍କ ଅନୁଯାୟୀ ପିଲାଟି ପ୍ରାୟ ୪୦ ଫୁଟ ଗଭୀର ବୋରୱେଲରେ ଖସିପଡିଛି ।

ଏହି ଘଟଣା ପରେ ଏସଡିଇଆରଏଫ୍ ର ଏକ ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଏବଂ ବାରାଣାସୀରୁ ଜାତୀୟ ଏନଡିଆରଏଫ୍ ଟିମକୁ ଡକାଯାଇଛି। ଅତିରିକ୍ତ ପୋଲିସ ଅଧୀକ୍ଷକ ଅନିଲ ସୋନକର ପିଟିଆଇ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ,ଅଧିକାରୀମାନେ ବୋରୱେଲରେ ପାଇପ୍ ମାଧ୍ୟମରେ ଅମ୍ଳଜାନ ଯୋଗାଉଛନ୍ତି। ଏଥିସହ ପିଲାଟିର ଅବସ୍ଥା ଉପରେ ନଜର ରଖିବା ପାଇଁ ଏକ ସିସିଟିଭି କ୍ୟାମେରାକୁ

 

Comments are closed.