Latest Odisha News

BREAKING NEWS

କୋରାପୁଟରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଜିଲ୍ଲାପାଳ

କୋରାପୁଟ :ଆଜି ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । କୋରାପୁଟରେ ମଧ୍ୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଅବଦୁଲ୍ଲ୍ ଅକ୍ତର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତ୍ତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।ଚଳିତ ଥର କୋଭିଡ ଗାଇଜ ଲାଇନ ଅନୁସାରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଆୟୋଜନ କରାଯାଇଥିଲା । ପରେଡରେ ୫ ଟି ଦଳ ଭାଗ ନେଇଥିଲେ । ଏହି ଅବସରରେ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ପୁରଷ୍କ୍ୃତ କରାଯାଇଥିଲା ।କୋଭିଡ ଯୋଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନୀତ ମଧ୍ୟ କରାଯାଇଥିଲା ।

Comments are closed, but trackbacks and pingbacks are open.