Latest Odisha News

BREAKING NEWS

ବାର୍ଷିକ ପରୀକ୍ଷା ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ: ରାଜ୍ୟ ସରକାର

ଭୁବନେଶ୍ୱର: କଲେଜ ଗୁଡିକରେ ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା କକ୍ଷରେ ପ୍ରବେଶର ଅନୁମତି ନଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ସମସ୍ତ ସରକାରୀ ତଥା ବେସରକାରୀ କଲେଜ ଗୁଡିକର ଅଧ୍ୟକ୍ଷଙ୍କୁ ସୂଚନା ଦେଇ ଉଚ୍ଚା ଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ, ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଥିବ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ତିମ ପରୀକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ।

ମାତ୍ର ଏଭଳି ଛାତ୍ରଛାତ୍ରୀଙ୍କ ପାଇଁ ଅତିରିକ୍ତ କକ୍ଷରେ ଔପଚାରିକ ଭାବେ ପରୀକ୍ଷାର ଆୟୋଜନ କରାଯିବା ଦରକାର ।

ଏହି ସୂଚନାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ରାଜ୍ୟ ବିଶ୍ୱବିଦ୍ୟାଳୟର ରେଜିଷ୍ଟର ଓ ନିୟନ୍ତ୍ରକଙ୍କ ପାଖକୁ ପଠାଯାଇଛି ।

Leave A Reply

Your email address will not be published.