Latest Odisha News

BREAKING NEWS

କାଶ୍ମୀରରେ ଏନକାଉଣ୍ଟର, ୮ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର: ଦକ୍ଷିଣ କାଶ୍ମୀରର ଦୁଇଟି ସ୍ଥାନରେ ସେନା ଆତଙ୍କବାଦୀ ଗୁଳି ବିନିମୟରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋଫିଆନରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାମ୍ପୋରରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ପାମ୍ପୋରରେ ଆତଙ୍କବାଦୀମାନେ ଏକ ମସଜିଦ ଭିତରେ ଲୁଚି ରହିଥିବା ବେଳେ ଏସଓଜି ଏହା ମଧ୍ୟକୁ ପଶି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.