ଚୀନ ଓ ପାକିସ୍ତାନର ବିରୋଧ ସତ୍ତ୍ୱେ ଶ୍ରୀନଗରରେ ହେବ ଜି-୨୦ ବୈଠକ
ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ହେବ ଜି୨୦ ବୈଠକ । କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ, ମେ ୨୨ ଓ ୨୩ ତାରିଖରେ ଶ୍ରୀନଗରରେ ଜି୨୦ ବୈଠକ ହେବ । ୭୦ ବର୍ଷରେ ପ୍ରଥମଥର ଲାଗି ଜମ୍ମୁକାଶ୍ମୀରରେ ଜି୨୦ ବୈଠକ ହେବାକୁ ଯାଉଛି । ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଜମ୍ମୁକାଶ୍ମୀରରେ ଏହା…