ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୮ ହଜାର ଟପିବା ସହ ରେକର୍ଡ ଭାଙ୍ଗିଛି। ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୮ ହଜାର ୩୮୬ ନୂଆ ଆକ୍ରାନ୍ତ।
କ୍ୱାରେଣ୍ଟାଇନରୁ ୪୭୮୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୦୫ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
6. Boudh: 83
7. Cuttack: 496
8. Deogarh: 61
9. Dhenkanal: 21
10. Gajapati: 96
11. Ganjam: 209
12. Jagatsinghpur: 129
13. Jajpur: 270
14. Jharsuguda: 433
15. Kalahandi: 126
16. Kandhamal: 53
17. Kendrapada: 49
18. Keonjhar: 175
19. Khurda: 1840
20. Koraput: 69
21. Malkangiri: 24— I & PR Department, Odisha (@IPR_Odisha) April 28, 2021
ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୯୩୩ ନୂଆ ଆକ୍ରାନ୍ତଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼ ଜିଲ୍ଲା ।
New recoveries: 4089
Cumulative tested: 9997140
Positive: 428515
Recovered: 371200
Active cases: 55245— I & PR Department, Odisha (@IPR_Odisha) April 28, 2021
ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭୧ ହଜାର ୨୦୦ ସଂକ୍ରମିତ । ଏବେ ରାଜ୍ୟରେ ୫୫ ହଜାର ୨୪୫ଟି ଆକ୍ଟିଭ୍ କେସ୍ ରହିଛି ।
Comments are closed.