ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ଅପେକ୍ଷା ଦୈନିକ ବଢୁଛି କରୋନା ସୁସ୍ଥ ସଂଖ୍ୟା । ଦୁଇ ତିନି ଦିନ ଭିତରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ଦୁଇ ଲକ୍ଷ ପାର କରିଯିବ । ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ଆରୋଗ୍ୟ ଲାଭ କଲେଣି ଲକ୍ଷେ ୯୪ ହଜାର ୧୨୮ ସଂକ୍ରମିତ ।
Another 4048 Covid patients have recovered and are being discharged on 02.10.2020
683 from Khordha
466 from Cuttack
195 from Puri
176 from Jajapur
167 from Anugul
146 from Kandhamal
142 from Kendrapara
133 from Nabarangpur
130 from Jagatsinghpur
118 from Bhadrak— H & FW Dept Odisha (@HFWOdisha) October 2, 2020
ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୬୮୩ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୪୬୬, ପୁରୀରୁ ୧୯୫, ଯାଜପୁରରୁ ୧୭୬, ଅନୁଗୋଳରୁ ୧୬୭, କନ୍ଧମାଳ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୧୪୬ ସଂକ୍ରମିତ ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି ୧୪୨ ଆକ୍ରାନ୍ତ । ନବରଙ୍ଗପୁରରୁ ୧୩୩, ଜଗତସିଂହପୁରରୁ ୧୩୦, ଭଦ୍ରକ ଜିଲ୍ଲାରୁ ୧୧୮, ବାଲେଶ୍ୱରରୁ ୧୧୫, ସମ୍ୱଲପୁରରୁ ସୁସ୍ଥ ହୋଇଛନ୍ତି ୧୧୧ ଆକ୍ରାନ୍ତ ।
39 from Ganjam
35 from Boudh
33 from Dhenkanal
16 from Deogarh
13 from Gajapati
313 from State PoolThe total recovered cases of Odisha now stand at 194128
— H & FW Dept Odisha (@HFWOdisha) October 2, 2020
ମୟୂରଭଞ୍ଜରୁ ୧୦୮, କେନ୍ଦୁଝରରୁ ୧୦୭, ବରଗଡ଼ରୁ ୧୦୬ ଓ ନୂଆପଡ଼ା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୧୦୧ ଆକ୍ରାନ୍ତ । ବାକି ଜିଲ୍ଲାରୁ ଶହେରୁ କମ୍ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ କରୋନା ସୁସ୍ଥ ହାର ରହିଛି ୮୫.୭୭% ।
Comments are closed.