ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ମୁଣ୍ଡ ନେଉଛି ଭୂତାଣୁ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ପ୍ରାଣ ଯାଇଥିବା ବେଳେ ଖୋର୍ଦ୍ଧା, ପୁରୀ ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି ।
ମୃତକଙ୍କ ତାଲିକା
୧. ଗଞ୍ଜାମ- ୪୦ ବର୍ଷୀୟ ପୁରୁଷ
୨. ପୁରୀ- ୫୭ ବର୍ଷୀୟ ପୁରୁଷ
୩. ଗଞ୍ଜାମ- ୫୦ ବର୍ଷୀୟ ପୁରୁଷ
୪. ଯାଜପୁର- ୪୦ ବର୍ଷୀୟ ପୁରୁଷ
୫. ଗଞ୍ଜାମ- ୪୬ ବର୍ଷୀୟ ପୁରୁଷ
୬. ଗଞ୍ଜାମ- ୬୦ ବର୍ଷୀୟ ପୁରୁଷ
୭. ଗଞ୍ଜାମ- ୭୫ ବର୍ଷୀୟ ମହିଳା
୮. ଖୋର୍ଦ୍ଧା- ୫୫ ବର୍ଷୀୟ ପୁରୁଷ
୯. ଗଞ୍ଜାମ- ୬୦ ବର୍ଷୀୟ ମହିଳା
Regret to inform of the demise of nine Covid positive patients while under treatment in hospitals.
1. A 40 year old male of Ganjam district who was also suffering from Diabetes.
2. A 57 year old male of Puri district who was also suffering from Cerebro Vascular Accident.
— H & FW Dept Odisha (@HFWOdisha) August 4, 2020
Comments are closed.