Latest Odisha News

BREAKING NEWS

ଓଡିଶା

Ganja Seized: ପାଟ୍ରୋଲିଂ ବେଳେ ଗାଡିରୁ ଜବତ ହେଲା ୩୭୮କିଲୋ ଗଞ୍ଜେଇ; ଡ୍ରାଇଭର ଗିରଫ

କନ୍ଧମାଳ: ଶୁକ୍ରବାର ପାଟ୍ରୋଲିଂ ବେଳେ ଏକ ଗାଡ଼ିରୁ ୩୭୮କିଲୋ ଗଞ୍ଜେଇ ଜବତ ହୋଇଛି । ତେବେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗାଡିର ଡ୍ରାଇଭରକୁ ଗିରଫ କରିଛି ଗୋଛାପଡା ପୋଲିସ । ଗୋଛାପଡାଠାରୁ ଫୁଲବାଣୀ ଯାଇଥିବା ମୁଖ୍ୟ ରାସ୍ତାର କାଟ୍ରାମାଲା ଗାଁ ଛକ ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିବା ସମୟରେ…

Jatiya Kandhei Naat Utsav: ଜାତୀୟ କଣ୍ଢେଇ ନାଟ ଉତ୍ସବ ଉଦ୍‌ଯାପିତ;ମନୋରଞ୍ଜନ ସହ ସାମାଜିକ ବାର୍ତ୍ତା କଲା ପ୍ରଦାନ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଥିବା ଜାତୀୟ କଣ୍ଢେଇ ନାଟ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ (Concluding day of National Puppet Festival)ହୋଇଯାଇଛି। ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିବା…

ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେବ କେନ୍ଦ୍ର

ଭୁବନେଶ୍ୱର: ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଇନଫୋଭ୍ୟାଲି ଠାରେ ଏକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ନିର୍ମାଣକୁ ମଞ୍ଜୁରି ମିଳିଛି। ଶୁକ୍ରବାର ରାଜ୍ୟସଭାରେ ଏହି ସୂଚନା ଦେଇ କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି…

ବିଜେବି ଫ୍ରେଣ୍ଡସ୍ ସଂଗଠନର ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ବର: ଶୁକ୍ରବାର ଅପରାହ୍ନରେ ଐତିହ୍ୟ ସମ୍ପର୍ଣ୍ଣ ବକ୍ସି ଜଗବନ୍ଧୁ ବିଦ୍ୟାଧର (BJB autonomous) ମହାବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗଠିତ ବିଜେବି ଫ୍ରେଣ୍ଡସ୍ ଷ୍ଟିଅରିଂ କମିଟିର ସଦସ୍ୟ ଏବଂ ସଂଗଠନର ଆଗାମୀ ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀମାନଙ୍କର…

୬ ଦାଦନ ଶ୍ରମିକ ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବସଷ୍ଟାଣ୍ଡଠାରୁ ୬ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କଲା ପାଟଣାଗଡ଼ ପୋଲିସ । ଏମାନଙ୍କୁ ଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତ ଦାଦନ ସର୍ଦ୍ଦାର ମାଧବ ବଛା (୩୧)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଦାଦନ ସର୍ଦ୍ଦାର ମାଧବ ବଛାର ଘର ବେଲପଡ଼ା ଥାନା…

ସାହିତ୍ୟ

ପ୍ରଭାତ ଓ ବିରଞ୍ଚିଙ୍କୁ ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର

କଟକ: ଚଳିତ ବର୍ଷ ପାଇଁ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର ଭୁବନେଶ୍ୱର ନିବାସୀ ପ୍ରଭାତ ରଞ୍ଜନ ବେହୁରା ଓ ରାଉରକେଲା…

ଦେବଦାସ ଛୋଟରାୟଙ୍କ ‘ଆମ ସମୟର ମଣିଷ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ୨୦୨୫ର ଦ୍ୱିତୀୟ ଦିବସରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟର ଷ୍ଟଲରେ ଉପସ୍ଥାପିତ ସଂଗ୍ରହକୁ…

ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ

ଭୁବନେଶ୍ବର: ଏକାମ୍ର ୱାକ୍  ର ଓଡ଼ିଆ ଭାଷା ପଦଯାତ୍ରା,  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ( ବି.ଡି.ଏ) ର ଏକ ପଦକ୍ଷେପ । ଯାହାକି…

ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ

ପୁରୀ: ଅହୋମ କବି ସମାଜ ପକ୍ଷରୁ ପୁରୀରେ ସମନ୍ୱୟ କବି ସମାରୋହ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଶ୍ରୀ ଶଙ୍କରଦେବ ସଂସ୍କୃତି ସମାଜ ପୁରୀ…