Latest Odisha News

ଆସନ୍ତୁ ଜାଣିବା ଦକ୍ଷିଣ ଭାରତର ଅଭିନେତ୍ରୀ ସାମାନ୍ଥା ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ କଣ କରନ୍ତି ?

ଚେନ୍ନାଇ: ଦକ୍ଷିଣ ଭାରତ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ହେଲେ ସାମନ୍ଥା ଅକ୍କିନେନ୍ନି । ଏବେ ନିକଟରେ ସେ ନିଜକୁ ଫିଟ ରଖିବା ପାଇଁ ପ୍ରତ୍ୟେକ ଦିନ ସୂର୍ଯ୍ୟ ନମସ୍କାର କରନ୍ତି ବୋଲି କହିଛନ୍ତି । ତାହା ପୁଣି ଥରେ ଦୁଇ ଥର ନୁହେଁ ୧୦୮ ଥର । ସୋସିଆଲ ସାଇଟରେ ସେ ଫଟୋ ସହ କ୍ୟାପଶନ ଶେୟାର କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି ।

ପ୍ରଶଂସକମାନେ ତାଙ୍କର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି । ରାଣା ଦଗୁବାତୀ ଓ ମିହିକାଙ୍କ ବିବାହ ଉତ୍ସବରେ ସାମନ୍ଥାଙ୍କ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବଲିଉଡର ଟପ ହିରୋଇନ ସୂର୍ଯ୍ୟ ନମସ୍କାରକୁ ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ ।

Comments are closed.