ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୮୨ରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡରୁ ୧, ବଲାଙ୍ଗିରରୁ ୧, ଭୁବନେଶ୍ୱରରୁ ୧, କଟକରୁ ୧, ଗଜପତିରୁ ୧, କନ୍ଧମାଳରୁ ୧, ଖୋର୍ଦ୍ଧାରୁ ୨, କେନ୍ଦ୍ରାପଡାରୁ ୨, ମୟୁରଭଞ୍ଜରୁ ୧ ଓ ପୁରୀରୁ ୧ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
Regret to inform of the demise of thirteen Covid positive patients while under treatment in hospitals.
1.A 25 year old male of Bargarh district.
2. An 82 year old male of Bolangir district.
— H & FW Dept Odisha (@HFWOdisha) September 18, 2020
6.A 77 year old male of Kandhamal district who was also suffering from Dilated Cardiomyopathy, Severe Left Ventricular Dysfunction, hypertension.
7.A 78 year old female of Khordha district who was also suffering from Diabetes.
8.A 39 year old male of Khordha district.
— H & FW Dept Odisha (@HFWOdisha) September 18, 2020
13.A 79 year old male of Puri district.
— H & FW Dept Odisha (@HFWOdisha) September 18, 2020
Comments are closed.