Latest Odisha News

BREAKING NEWS

ଚିଟଫଣ୍ଡ ଦୁର୍ନୀତି: ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇର ଚଢ଼ାଉ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ସିବିଆଇର ଏକ ୭ ଜଣିଆ ଟିମ୍ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବୀ ମିଶ୍ରଙ୍କ ୟୁନିଟ୍-୧ ସ୍ଥିତ ବାସଭବନରେ ଚଢାଉ କରିଛି।

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହା ପୂର୍ବରୁ ବିଜେଡି ନେତାଙ୍କ ଦୁଇ ଘନିଷ୍ଠ ସହଯୋଗୀ ପ୍ରଫୁଲ୍ଲ ସିଂ ଏବଂ ଦିଲୀପ ମିଶ୍ରଙ୍କୁ ପଚରାଉଚରା କରିଥିଲେ।

ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.