Latest Odisha News

BREAKING NEWS

ଆଜିଠୁ ଯୁକ୍ତ ୨ ନାମଲେଖା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା । ଆସନ୍ତା ୨୬ ଯାଏଁ ପ୍ରଥମ କଟ ଅଫ୍ ମାର୍କର ଚାଲିବ ନାମଲେଖା ପ୍ରକ୍ରିୟା । କୋଭିଡ ଗାଇଡାଲାଇନ୍‌କୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ବ୍ୟବପକ ବ୍ୟବସ୍ଥା କରାଯାଇଛି ।

ଛାତ୍ରଛାତ୍ରୀ ଆଡମିଶନ ବେଳେ ସାଙ୍ଗରେ କେବଳ ଜଣେ ଅଭିଭାବକଙ୍କୁ ନେଇ ଆସିବେ । ଏଥିସହ ମାସ୍କ ପିନ୍ଧିବା ଏବଂ ସାଙ୍ଗରେ ହ୍ୟାଣ୍ଡ ସାନିଟାଇଜର ବାଧ୍ୟତାମୂଳକ ରହିିିଛି । ଏହାସହ ଯେଉଁ ଛାତ୍ରଛାତ୍ରୀ ସ୍ଲାଇଡର ପ୍ରକ୍ରିୟାରେ ଭାଗ ନେବାକୁ ଚାହିଁବେ ସେମାନେ ଆଡମିଶନ ପରେ ୨୧ରୁ ୨୯ ଯାଏଁ ଅନ୍‌ଲାଇନ୍‌ରେ ଆବେଦନ କରିାପାରିବେ । ଅକ୍ଟୋବର ୩ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।

Leave A Reply

Your email address will not be published.