Latest Odisha News

BREAKING NEWS

Browsing Tag

council of higher secondary education/

ଯୁକ୍ତ ଦୁଇ ପରୀକ୍ଷା: ପରୀକ୍ଷାର୍ଥୀଙ୍କୁ ମିଳିବ ୩୦ ପୃଷ୍ଠାର ଉତ୍ତରଖାତା, ଦିଆଯିବନି ଅତିରିକ୍ତ ପେପର

ଭୁବନେଶ୍ୱର:ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ଗାଇଡ ଲାଇନ । କେବେ ଆସିବ ପ୍ରଶ୍ନପତ୍ର, କେମିତି ରହିବ ଉତ୍ତରଖାତା ଏ ସମସ୍ତ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ସ୍କୁଲକୁ ଜଣାଇ ଦିଆଯାଇଛି । ମାର୍ଚ୍ଚ ୧ତାରିଖରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥର ଯୁକ୍ତ ଦୁଇ…

ଆଜିଠୁ ଯୁକ୍ତ ୨ ନାମଲେଖା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା । ଆସନ୍ତା ୨୬ ଯାଏଁ ପ୍ରଥମ କଟ ଅଫ୍ ମାର୍କର ଚାଲିବ ନାମଲେଖା ପ୍ରକ୍ରିୟା । କୋଭିଡ ଗାଇଡାଲାଇନ୍‌କୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ବ୍ୟବପକ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ଆଡମିଶନ…

ୟୁଜି/ପିଜି ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ଚିଠି

ଭୁବନେଶ୍ୱର: ୟୁଜି ପିଜି ପରୀକ୍ଷା ପାଇଁ ସମୟ ମାଗିଲେ ସରକାର । ରାଜ୍ୟରେ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷାର ଡେଡଲାଇନ ବୃଦ୍ଧି କରିବାକୁ ୟୁଜିସିକୁ ଅନୁରୋଧ କଲେ ରାଜ୍ୟ ସରକାର । ପରୀକ୍ଷା ଶେଷ କରିବାକୁ ସେପ୍ଟେମ୍ବର ୩୦ ପରିବର୍ତ୍ତେ ୧୦ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେବାକୁ ଚିଠି…

ପୁଣି ବଦଳିଲା ମାଟ୍ରିକ ମୂଲ୍ୟାୟନ ନିୟମ, କାଲିଠୁ ୧୦ରୁ ୩ଟା ଯାଏଁ ଚାଲିବ ଖାତା ଦେଖା

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ତେବେ କରୋନା ପାଇଁ ପୁଣିଥରେ ପ୍ରଭାବିତ ହୋଇଛି ମୂଲ୍ୟାୟନ ପ୍ରକ୍ରିୟା । ପୂର୍ବ ନିର୍ଦ୍ଧାରିତ ନିୟମରେ ପରିବର୍ତ୍ତନ ଆଣିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ଏହି ଅନୁସାରେ ପ୍ରତିଦିନ ତିନି ପର‌୍ୟ୍ୟାୟରେ…

ଏପ୍ରିଲ୍ ୮ରୁ +୨ ପରିକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ ୨ ପରିକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଏପ୍ରିଲ୍ ୮ ତାରିଖରୁ ଆରମ୍ଭ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ଡେପୁଟି କଣ୍ଟ୍ରୋଲର ବିଜୟ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ…