Latest Odisha News

BREAKING NEWS

ବ୍ରଜରାଜନଗର ପୂର୍ବତନ ବିଜେପି ବିଧାୟିକା କୋଭିଡ ପଜିଟିଭ ଚିହ୍ନଟ

ଝାରସୁଗୁଡା: ବ୍ରଜରାଜନଗର ପୂର୍ବତନ ବିଜେପି ବିଧାୟିକା ରାଧାରାଣୀ ପଣ୍ଡା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏକ ଫେସବୁକ ପୋଷ୍ଟ ଜରିଆରେ ରାଧାରାଣୀ ପଣ୍ଡା ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ” ମୁଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛି । ବର୍ତ୍ତମାନ ମୁଁ ଘରେ ଆଇସୋଲେସନ ରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ଟେଷ୍ଟ କରିବା ସହ ଆଇସିଲେଶନ ରେ ରହିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.