ନୂଆଦିଲ୍ଲୀ: ପୁଣି କରୋନା ଟିକା ଟ୍ରାଏଲକୁ ଝଟ୍କା । ଟିକା ପରୀକ୍ଷା ସ୍ଥଗିତ ରଖିଲା ଜନ୍ସନ୍ ଆଣ୍ଡ ଜନ୍ସନ । କ୍ଲିନିକାଲ ଟ୍ରାଏଲ ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇପଡିଥିବାରୁ ଆମେରିକାର କରୋନା ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା ଜନ୍ସନ୍ ଆଣ୍ଡ ଜନସନ୍ ଟିକା ଟ୍ରାଏଲକୁ ସ୍ଥିଗିତ ରଖିଛି । ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିବା ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଟ୍ରାଏଲ ଉପରେ ସାମୟିକ ରୋକ ଲଗାଇଛି ଜନ୍ସନ୍ ଆଣ୍ଡ ଜନ୍ସନ୍ ।
BREAKING NEWS
- ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗ: ସମୀକ୍ଷା ବୈଠକରେ ସିଧାସଳଖ ତ୍ରୁଟିପୂର୍ଣ୍ଣ ପୁସ୍ତକ ମାଗି ଦେଖିଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟାନୁଷ୍ଠାନ ପାଇଁ ବଡ଼ ସଙ୍କେତ
- ଚାମେଲି ଓଝା ବିବାଦ; ହାଇକୋର୍ଟରେ ଦାୟର ହେଲା ମାମଲା, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ
- ସ୍କୁଲ ବହିରେ ଭୁଲକୁ ନେଇ ତେଜିଲା ରାଜନୀତି: ‘ଗେରୁଆ ନୀତି’କୁ ନେଇ ବିଜେଡିର ହମଲା, ଅତୀତ ମନେପକାଇ ବିଜେପିର ପାଲଟା ଆକ୍ରମଣ
- Indo Pacific Command: କମାଣ୍ଡରୁ ‘ଇଣ୍ଡୋ’ ହଟାଇଲା ଆମେରିକା, ପିଓକେକୁ ପାକିସ୍ତାନର ଅଂଶ ଦେଖାଇ ବିବାଦରେ ଯୁକ୍ତରାଷ୍ଟ୍ର…
- Medical Negligence Alleged: ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା;ଡାକ୍ତରଙ୍କୁ କଲେ ଆକ୍ରମଣ
- ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଘନେଇଲା ରହସ୍ୟ, ଓଏଏସ ପ୍ରେମିକ ଗିରଫ ପରେ ଏବେ ଡିଜିଟାଲ ପ୍ରମାଣ ଖୋଜୁଛି ପୋଲିସ
- ମହାରାଷ୍ଟ୍ର ରାଜନୀତିରେ ‘ଅପରେସନ୍ ଟାଇଗର’ ଚର୍ଚ୍ଚା ! ଉଦ୍ଧବଙ୍କ ବଡ଼ ସନ୍ଦେଶ
- ବଦଳି ପାଇଁ ବଡ଼ ଜାଲିଆତି: ବିଧାନସଭା ଉପବାଚସ୍ପତିଙ୍କ ନକଲି ପ୍ୟାଡ୍ ଓ ଦସ୍ତଖତ ବ୍ୟବହାର କରି ସରକାରୀ ଯନ୍ତ୍ରୀ ଅଟକ
- ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
- ଶୀତଳଷଷ୍ଠୀ ପାଇଁ ୨୦ରେ ସମ୍ୱଲପୁରରେ ସରକାରୀ ଛୁଟି

Comments are closed.