ପୁରୀ: ଯୋଗ କଲେ କୋଭିଡ ଯୋଦ୍ଧା । କୋଭିଡକୁ ମାତ ଦେଇଥିବା ଯୋଦ୍ଧାମାନେ ପୁରୀ ବ୍ଲୁଫ୍ଲାଗ ବିଚ୍ରେ ଏକାଠି ହୋଇ ଯୋଗ କରିଛନ୍ତି । ଆଜି ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଜିଲ୍ଲା ପ୍ରଶାସନ । ଏହି କାର୍ଯ୍ୟକ୍ରମର ନାଁ ରହିଥିଲା ‘ମୋ ବିଚ୍ ମୋ ଯୋଗ’ । ଅନ୍ୟ ଆକ୍ରାନ୍ତଙ୍କୁ ସାହାସ ଯୋଗାଇବା ସହ ଯୋଦ୍ଧଙ୍କ ମନୋବଳ ବଢ଼ାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେବାୟତ, ସରକାରୀ କର୍ମଚାରୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇଥିଲା ।
BREAKING NEWS
- ପେଟ୍ରୋଲିଂ ବେଳେ ଧରାପଡିଲେ କଇଁଛ ଚାଲାଣ ରାକେଟ୍; ୪ ଗିରଫ, ୫୫ ଜୀବନ୍ତ କଇଁଛ ଉଦ୍ଧାର
- ବିସିସିଆଇ ସପକ୍ଷରେ ସତ୍ୟପାଠ ଦାଖଲ କଲେ ଓସିଏ ସଭାପତି
- ଟି୨୦ରେ ଅଭିଷେକଙ୍କ ବିସ୍ଫୋରକ ଶତକ : ପୂର୍ଣ୍ଣ ସଦସ୍ୟ ଟିମର ଖେଳାଳି ଭାବେ ରଚିଲେ ଇତିହାସ
- Ganesh Puja Pandal:ଆସିଲା ଭୟଙ୍କର ବର୍ଷା;ଭୁଶୁଡ଼ିଲା ୧୫୦ ଫୁଟ୍ର ଗଣେଶ ପୂଜା ପେଣ୍ଡାଲ;ଡିଜନି ଲ୍ୟାଣ୍ଡ ଥିମ୍ର…
- ୱେଷ୍ଟଇଣ୍ଡିଜ ସିରିଜ ରୋହିତଙ୍କ ପାଇଁ ଅଗ୍ନିପରୀକ୍ଷା
- ସାବଧାନ ! ଏଥର ଭସାଣିରେ ଡିଜେ ବଜାଇଲେ ବାନ୍ଧିବ ପୋଲିସ, ଜାରି ହେଲା କଟକଣା
- Drink Suspected To Contain Methanol:ବିଷାକ୍ତ ପାନୀୟ ପାନୀୟ ପିଇ ୪୮ ଜଣଙ୍କ ମୃତ୍ୟୁ; ୧୦୦ ଜଣ ଡାକ୍ତରଖାନାରେ ଭର୍ତ୍ତି
- ମାତ୍ର ୫ ମିନିଟର ଗୁଗଲ ମିଟ୍ କଲ୍ରେ ୮୦ ଭାରତୀୟ କର୍ମଚାରୀଙ୍କୁ ଛଟେଇ
- ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଆଗରେ ପ୍ରଜ୍ଞାନ ଓଝା
- ପୃଥ୍ବୀ ଶ-ଆକୃତି ଅଗ୍ରୱାଲଙ୍କ ନିର୍ବନ୍ଧ ଭାଙ୍ଗିଲା

Comments are closed.