Latest Odisha News

BREAKING NEWS

Browsing Tag

Covid warriors

କୋଭିଡ୍‌ ଯୋଦ୍ଧାଙ୍କୁ ସଲାମ୍‌; ସୁସ୍ମିତା ସେନ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜରିଆରେ କରୋନା ସହିତ ଲଢୁଥିବା ଲୋକଙ୍କୁ ସହାନୁଭୂତି ଏବଂ ପ୍ରଶଂସା ଜଣାଇଛନ୍ତି ସୁସ୍ମିତା ସେନ। ଅଭିନେତ୍ରୀ କରୋନାଭାଇରସ୍ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କୁ, ଦୈନିକ ମଜୁରୀ କର୍ମଚାରୀ, କୋଭିଡ୍ ଯୋଦ୍ଧା ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସାଲୁଟ୍‌ କରିଛନ୍ତି।…

କୋଭିଡ୍‌ ରୋଗୀଙ୍କୁ ଉତ୍ସାହିତ କରିବା ପାଇଁ କୋଭିଡ୍‌ ଯୋଦ୍ଧାଙ୍କ ନିଆରା ପ୍ରୟାସ

ଗୁଜରାଟ: ଡାକ୍ତରଖାନାରେ କୋଭିଡ ରୋଗୀଙ୍କୁ ମନୋରଞ୍ଜନ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଗୁଜୁରାଟର ଭଦୋଦରାସ୍ଥିତ ପାରୁଲ ସେବାଶ୍ରମ ହସ୍ପିଟାଲରେ ଏହି ଭିଡିଓ ରେକର୍ଡ କରାଯାଇଛି। ମୁମ୍ବାଇର ଲୋକପ୍ରିୟ ଫଟୋଗ୍ରାଫର ଭାଇରାଲ ଭାୟାନି ଏହି…

ବ୍ଲୁ ଫ୍ଲାଗ ବିଚ୍‌ରେ ଯୋଗ କଲେ କୋଭିଡ ଯୋଦ୍ଧା

ପୁରୀ: ଯୋଗ କଲେ କୋଭିଡ ଯୋଦ୍ଧା । କୋଭିଡକୁ ମାତ ଦେଇଥିବା ଯୋଦ୍ଧାମାନେ ପୁରୀ ବ୍ଲୁଫ୍ଲାଗ ବିଚ୍‌ରେ ଏକାଠି ହୋଇ ଯୋଗ କରିଛନ୍ତି । ଆଜି ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଜିଲ୍ଲା ପ୍ରଶାସନ । ଏହି କାର୍ଯ୍ୟକ୍ରମର ନାଁ ରହିଥିଲା ‘ମୋ ବିଚ୍ ମୋ ଯୋଗ’ । ଅନ୍ୟ ଆକ୍ରାନ୍ତଙ୍କୁ ସାହାସ…