ଏହି ଖେଳଣା ତିଆରି କରିବା ପାଇଁ ଆମକୁ ଦରକାର ଗୋଟିଏ ସୋଡାଷ୍ଟ୍ର, କଇଁଚି ଏବଂ ମଟର ମଞ୍ଜି ।
– ସୋଡାଷ୍ଟ୍ରକୁ ୯୦ ଡିଗ୍ରୀ ମୋଡି ଦିଅ
– ଛୋଟ ପଟର ଅଗକୁ କଇଁଚରେ ୪ ଜାଗା କାଟି ଦିଅ । କଟା ଅଂଶକୁ ଆଙ୍ଗୁଠିରେ ଟିକିଏ ଚାପିଦିଅ, ଯେମିତି ଏହି ଫନେଲ୍ ଆକାର ଭିତରେ ମଟର ମଞ୍ଜିକୁ ରଖିହେବ ।
– ସୋଡାଷ୍ଟ୍ରର ଲମ୍ବା ପଟକୁ ମୁହଁ ଭିତରେ ରଖି ଫୁଙ୍କ ….
…… ମ୍ୟାଜିକ
ଦେଖ କେମିତି ମଟର ମଞ୍ଜିଟି ଶୂନ୍ୟରେ ଭାସୁଛି କିନ୍ତୁ ତଳେ ପଡୁନି । ପୁଙ୍କିବା ବନ୍ଦ କଲେ ତାହା ପୁଣି ନିଜ ଜାଗାକୁ ଫେରି ଆସୁଛି ।
Comments are closed.