ଭଦ୍ରକ: ଭଦ୍ରକ ନୂଆ ବସଷ୍ଟାଣ୍ଟ ନିକଟରେ ଦୁର୍ଘଟଣା । ହୁ ହୁ ହୋଇ ଜଳିଗଲା ଗୋଟିଏ କଣ୍ଟେନର । ବୋଲେରୋକୁ ଧକ୍କା ଦେବା ପରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଏହାର ଆଗ ଭାଗ ଜଳି ଯାଇଥିଲା । ଗତକାଲି ରାତିରେ ୧୬ ନମ୍ୱର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । କଣ୍ଟେନରଟି ମହାରାଷ୍ଟ୍ରରୁ କୋଲକାତା ଅଭିମୁଖେ ଯାଉଥିଲା ।
ନିଆଁ ଲାଗି କଣ୍ଟେନରରେ ଥିବା ସାମଗ୍ରୀ ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ଇ-କମର୍ସ ଓ୍ୱେବସାଇଟ୍ ଫ୍ଲିପ୍କାର୍ଟର ସାମଗ୍ରୀ ନେଇ ଏକ କଣ୍ଟେନରଟି କୋଲକାତା ଯାଉଥିଲା । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା କଣ୍ଟେନର । ନିଆଁ ଲାଗିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଭଦ୍ରକ ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିଥିଲେ ।
BREAKING NEWS
- ଫାଇନାଲ ପୂର୍ବରୁ କଡ଼ା ନିର୍ଦ୍ଦେଶ ଜାରି କଲା ବେଙ୍ଗାଲୁରୁ ପୋଲିସ, RCB ଜିତିଲେ ବି ରାସ୍ତାରେ ହେବନି ସେଲିବ୍ରେସନ୍
- ସେମାନେ ମୋତେ ମାରିବାକୁ ଚାହୁଁଥିଲେ… ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ପରେ ସାମ୍ନାକୁ ଆସିଲା ଏହି ବୟାନ
- ପଳାଶୁଣି ବ୍ରିଜ ଦୁର୍ଘଟଣା: ହାଇୱା ଡ୍ରାଇଭର ଗିରଫ, ଲାଗିଲା ହତ୍ୟା ଉଦ୍ୟମ ଦଫା
- Shital Shasthi:ଶୀତଳ ଷଷ୍ଠୀ ପାଇଁ ୧.୦୮ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ;ଭବ୍ୟତାର ସହ ପାଳନ ପାଇଁ ଏହି ନିଷ୍ପତ୍ତି
- ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ବିରୋଧ: ଫିଙ୍ଗିଲେ ଅଣ୍ଡା ଓ ଢେଲା, ଶୁଭିଲା ଚୋର ଚୋର ନାରା
- ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଇବା ଘଟଣାରେ ଜଣେ ଗିରଫ
- ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଗାନ୍ଧୀ ବନାମ ଗଡସେଙ୍କ କାହାଣୀ, ଫିଲ୍ମ ‘କୌନ ସହି’
- ମାଲକାନଗିରିରେ ଚଢ଼ା ଦରରେ ବିକ୍ରି ହେଉଛି ପେଟ୍ରୋଲ ଡିଜେଲ, କଳାବଜାରୀକୁ ନେଇ ବଢ଼ିଲା ଚିନ୍ତା
- ଆଗାମୀ ୪-୫ ଦିନରେ ଆହୁରି ଆଗକୁ ବଢ଼ିବ ମୌସୁମୀ
- ଡିକେ ଶିବକୁମାରଙ୍କ ଶପଥ ଗ୍ରହଣ; ଜୁନ୍ ୩କୁ କାହିଁକି ବାଛିଲେ
Comments are closed.