ଭୁବନେଶ୍ୱର: କରୋନାରେ ରାଜ୍ୟରେ ଆକି ବୁଜିଲେ ଆଉ ୪ଜଣ ଆକ୍ରାନ୍ତ । ଚାରିଟି ଜିଲ୍ଲାରୁ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ଭୁବନେଶ୍ୱରରୁ ଜଣେ ୭୫ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଜଣେ ୮୬ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।
Regret to inform the demise of four numbers of Covid positive patients while under treatment in hospitals.
1.A 75-year-old male of Bhubaneswar who was also suffering from Diabetes & Coronary Artery Disease.
— H & FW Dept Odisha (@HFWOdisha) December 20, 2020
ସମ୍ୱଲପୁର ଜିଲ୍ଲାରେ ଜଣେ ୬୨ବର୍ଷୀୟ ବୃଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ୫୨ବର୍ଷୀ ମହିଳା ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ହଜାର ୮୩୬କୁ ବୃଦ୍ଧି ପାଇଛି ।
4.A 53-year-old female of Sundargarh district who was also suffering from Diabetes.
— H & FW Dept Odisha (@HFWOdisha) December 20, 2020
Comments are closed.