Latest Odisha News

ଆକ୍ସନ ଅବତାର ପାଇଁ ପ୍ରସ୍ତୁତ ଅଭିନେତ୍ରୀ ସନି ଲିଓନି

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ପରେ ସନ୍ନି ଲିଓନ ବଲିଉଡରେ ଫେରିଛନ୍ତି। ସେ ବର୍ତ୍ତମାନ ଏମଏକ୍ସ ପ୍ଲେୟାର ୱେବ୍ ସିରିଜ୍ ‘ଅନାମିକା’ ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ସନ୍ନି ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି। ୱେବ୍ ସିରିଜ୍ ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମ ଭଟ୍ଟ।

BjdElectrycity

ସନ୍ନି ଇନଷ୍ଟାଗ୍ରାମରେ ଏକ କ୍ଲାପ୍ ବୋର୍ଡ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି ଯେ କିଛି ନୂଆ ଆରମ୍ଭ କରିବା … ମୋର ଲକଡାଉନ୍ ଏହା ସହିତ ସମାପ୍ତ ହେଲା। ବିକ୍ରମ ଭଟ୍ଟଙ୍କଠାରୁ ନୂଆ ଯାତ୍ରା ଆରମ୍ଭ। ଏକ ବିବୃତ୍ତିରେ ବିକ୍ରମ ଭଟ୍ଟ କହିଛନ୍ତି – ଲକ୍‌ଡାଉନ୍‌ ଥିବାରୁ ସୁଟିଂ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। ତେଣୁ ଆମେ ଯେଉଁଠାରେ କାମ କରିବାକୁ ପସନ୍ଦ କରୁଛୁ ସେହି ସ୍ଥାନକୁ ପୁଣି ଫେରି ଆସିଛୁ।

Leave A Reply

Your email address will not be published.