Latest Odisha News

ମଝି ସମୁଦ୍ରରେ ବୋଟରେ ଲାଗିଲା ନିଆଁ

ରାମେଶ୍ୱରମ୍: ସମୁଦ୍ର ମଝିରେ ବୋଟରେ ହଠାତ ଲାଗିଲା ନିଆଁ । ହୁ ହୁ ଜଳିଲା ବୋଟ୍ । ପ୍ରବଳ ନିଆଁ ଓ ଧୂଆଁ ଉଠିଲା । ତାମିଲନାଡୁ ରାମେଶ୍ୱରମ୍ ପାମବାନ ସମୁଦ୍ର ମଝିରେ ଏଭଲି ଘଟଣା ଦେଖିବାକୁ ମିଳିଛି । ହଠାତ୍ ବୋଟରେ ଅଗ୍ନିକାଣ୍ଡ ହୋଇଥିଲା । ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ କୌଣସି ସୂଚନା ମିଳି ନାହିଁ । କେମିତି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି । ଆରମ୍ବ ହୋଇଛି ତଦନ୍ତ ।

Leave A Reply

Your email address will not be published.