Latest Odisha News

BREAKING NEWS

Browsing Tag

tamilnadu

ବାତ୍ଯା ଫେଙ୍ଗଲ ପ୍ରଭାବ; ରାସ୍ତାରେ ଭାସୁଛି ବସ୍

ଚେନ୍ନାଇ: ଦକ୍ଷିଣ ଭାରତରେ ବାତ୍ଯା ଫେଙ୍ଗଲ୍ ଅନେକ କ୍ଷୟକ୍ଷତି ଘଟାଇଛି। ଗତ ରବିବାର ତାମିଲନାଡୁ ଏବଂ ପୁଡୁଚେରୀରେ ବାତ୍ୟା ପହଞ୍ଚିବା ପରେ ଏହା ଦୁର୍ବଳ ହୋଇ ଏକ ଡିପ୍ ଡିପ୍ରେସନରେ ପରିଣତ ହୋଇଥିଲା। ଖବର ଅନୁଯାୟୀ, ଗତ ଶନିବାର ଏବଂ ରବିବାର ଦିନ ଏହି ବାତ୍ଯା ଯୋଗୁଁ ହୋଇଥିବା ବର୍ଷା…

ସ୍କୁଲ୍ ଯାଉଥିବା ୩ ଛୁଆଙ୍କ ଉପରେ ଏସୟୁଭି ଚଢ଼ାଇ ଦେଲେ କଲେଜ ଛାତ୍ର

ଚେନ୍ନାଇ: ସ୍କୁଲ୍ ଛୁଆଙ୍କ ଉପରେ ଏସୟୁଭି ଚଢ଼ାଇ ଦେଲେ କଲେଜ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ତାମିଲନାଡ଼ୁର ତିରୁପାଥୁର ଜିଲ୍ଲାରେ । ୩ ଜଣ ଛୁଆ ବିଦ୍ୟାଳୟକୁ ପଢ଼ିବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । କାର ଚାଳକଙ୍କୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛି । ରାଜପଥର ସର୍ଭିସ…

ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ତାମିଲନାଡ଼ୁ : ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ପରବାରରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ତାମିଲନାଡ଼ୁର କୁଡାଲୋର ଜିଲ୍ଲାରେ ଦୁଃଖଦ ସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ୨ ଟି…

ଜାତିଗତ ଭେଦଭାବର ଭୟଙ୍କର ଦୃଶ୍ୟ: ଦଳିତଙ୍କ ପାଣିଟାଙ୍କିରେ ପକାଇଦେଲେ ମଣିଷ ମଳ

ଥିରୁଅନନ୍ତପୁରମ: ତାମିଲନାଡୁର ଏକ ଗାଁରେ ଜାତିଗତ ଭେଦଭାବକୁ ନେଇ ଅଭାବନୀୟ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି  । ଗାଁରେ ଦଳିତ ସମୁଦାୟ ପାଇଁ ଉଦ୍ଦିଷ୍ଟ ଟାଙ୍କିରେ ମଣିଷ ମଳ ପକାଇ ଦେଇଛନ୍ତି । ଏହି ଘଟଣା ଜାଣିବା ପରେ ନିଜେ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଗାଁରେ…

କଣ୍ଟେନର ପଛରୁ ପିଟିଲା କାର୍‌, ୬ ଜଣଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ତାମିଲନାଡ଼ୁର ଚେଙ୍ଗଲପେଟ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି  । ତିରୁବନ୍ନା ମଲାଇରୁ ଚେନ୍ନାଇ ଫେରୁଥିବା ବାଟରେ ହୋଇଥିଲା ଅଘଟଣ  । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି  । ତେବେ ଏହି ସମସ୍ତ…

‘ଝିଅ-ଝିଅ’ ଚିଡ଼େଇବାରୁ ହତ୍ୟା କରିଦେଲା ସାଙ୍ଗ

ଭୁବନେଶ୍ୱର: ତାମିଲନାଡୁରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଚିଡ଼ାଚିଡ଼ି ପାଇଁ ସ୍କୁଲ ସାଙ୍ଗକୁ ହତ୍ୟା କରିଛି । ଅଭିଯୁକ୍ତକୁ ଝିଅ-ଝିଅ କହି ଚିଡ଼େଇବାରୁ ଉତ୍ୟକ୍ତ ହୋଇ ହତ୍ୟା କରିଥିବା ପୋଲିସ୍ ସୂଚନା ଦେଇଛି । କଲ୍ଲାକୁରିଚି ଜିଲ୍ଲାରେ ଘଟିଛି ଏହି ହତ୍ୟା । ଅଭିଯୁକ୍ତକୁ ବାରମ୍ବାର ତାର ଶରୀର…

ତାମିଲନାଡ଼ୁରେ ପ୍ରବାସୀ ଓଡ଼ିଆଙ୍କୁ ନିର୍ଯାତନାର ଭିଡିଓ ଭାଇରାଲ୍, ସହାୟତା କଲେ ସବ୍ୟସାଚୀ

ଭୁବନେଶ୍ୱର: ତାମିଲନାଡ଼ୁରେ ପ୍ରବାସୀ ଓଡ଼ିଆଙ୍କୁ ନିର୍ଯାତନା । ଜଣେ ବ୍ୟକ୍ତି ୪ରୁ ୫ ଜଣ ଯୁବକଙ୍କୁ ଏକ କୋଠରୀରେ ରଖି ଏକ ମୋଟା କାଠରେ ପିଟୁଛନ୍ତି । ଯେତେ କାକୁତି ମିନତି ହେଲେ ବି ଶୁଣୁନାହାଁନ୍ତି ନିର୍ଦ୍ଦୟ ବ୍ୟକ୍ତ ଜଣଙ୍କ । ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଆଉ…

ଟାଇମ୍ସ ନାଓ-ସିଭୋଟର୍ ଓପିନିଅନ୍ ପୋଲ: ବେଙ୍ଗଲରେ ଦିଦି, ଆସାମରେ କାଣ୍ଟେ କା ଟକ୍କର

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟ ନିର୍ବାଚନରେ କେଉଁଠି କିଏ ଗଢ଼ିବ ସରକାର ? ପ୍ରଚାର ମୈଦାନ ଏବେ କମ୍ପୁଛି । ଏହାରି ଭିତରେ ସାମନାକୁ ଆସିଛି ଟାଇମ୍ସ ନାଓ-ସିଭୋଟର ଓପିନିଅନ୍ ପୋଲ୍ । ପଶ୍ଚିମବଙ୍ଗରେ ଦିଦି ପୁଣି ଗଢ଼ିବେ ସରକାର । ମମତା ବାନାାର୍ଜୀଙ୍କ ନେତୃତ୍ୱରେ ବେଙ୍ଗଲରେ ଟିଏମସି କ୍ଷମତା…

ତାମିଲନାଡ଼ୁ ଓ କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ସେନାରେ ସାମିଲ୍ ହେବ ‘ଅର୍ଜୁନ ଯୁଦ୍ଧ ଟ୍ୟାଙ୍କ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡ଼ୁ ଓ କେରଳ ରାଜ୍ୟ ଗସ୍ତରେ ଯିବେ । ଚେନ୍ନାଇରେ ମୋଦି ଅଲଗା ଅଲଗା ପ୍ରକଳ୍ପକୁ ଉଦଘାଟନ କରିବେ । ଏହାସହ ଅର୍ଜୁନ୍ ଟ୍ୟାଙ୍କ (ଏମକେ-୧ଏ)କୁ ସେନାରେ ସାମିଲ୍ କରାଯିବ । ଏହାପରେ ପିଏମ୍ ମୋଦି କେରଳ ଯାଇ କୋଚ୍ଚିରେ ବିଭିନ୍ନ…

ମଝି ସମୁଦ୍ରରେ ବୋଟରେ ଲାଗିଲା ନିଆଁ

ରାମେଶ୍ୱରମ୍: ସମୁଦ୍ର ମଝିରେ ବୋଟରେ ହଠାତ ଲାଗିଲା ନିଆଁ । ହୁ ହୁ ଜଳିଲା ବୋଟ୍ । ପ୍ରବଳ ନିଆଁ ଓ ଧୂଆଁ ଉଠିଲା । ତାମିଲନାଡୁ ରାମେଶ୍ୱରମ୍ ପାମବାନ ସମୁଦ୍ର ମଝିରେ ଏଭଲି ଘଟଣା ଦେଖିବାକୁ ମିଳିଛି । ହଠାତ୍ ବୋଟରେ ଅଗ୍ନିକାଣ୍ଡ ହୋଇଥିଲା । ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ…