କଟକ: ବୌଦ୍ଧରୁ ବାଲେଶ୍ୱର ଗଞ୍ଜେଇ ଚାଲାଣ ବେଳେ କଟକ ମଙ୍ଗୁଳି ଛକରୁ ଧରାପଡ଼ିଲା । ଜବତ ହୋଇଛି ବିପୁଳ ପରିମାଣରେ ଗଞ୍ଜେଇ । ୧୦୫ କେଜି ଗଞ୍ଜେଇ ଜବତ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ । ଏହି ଘଟଣାରେ ଦୁଇ ଜଣଙ୍କ ଗିରଫ କରାଯାଇଛି । କାର୍ ବି ଜବତ ହୋଇଛି ।
ଆଜି କୌଣସି ସୂତ୍ରରୁ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଗଞ୍ଜେଇ ଚାଲାଣ ସମ୍ପର୍କରେ ସୂଚନା ପାଇଥିଲା । ଏତିକିବେଳେ ବୌଦ୍ଧରୁ ଗଞ୍ଜେଇ ନେଇ ଆସୁଥିବା କାରକୁ ଯାଞ୍ଚ କରାଯାଇଥିଲା । ଜବତ ଗଞ୍ଜେଇପ ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଅଧିକ ଟଙ୍କା ହେବ ।୍
BREAKING NEWS
- ବାହାଘରର କିଛି ଘଣ୍ଟା ପରେ ଚାଲିଗଲା ପାଇଲଟ ସ୍ୱାମୀଙ୍କ ଜୀବନ
- IPL 2026: ଗୁଜୁରାଟ ଟାଇଟନ୍ସ ବସରେ ନିଆଁ
- ଆର୍ଥିକ ମାନ୍ଦାବସ୍ଥାରୁ ମୁକ୍ତି ପାଇଁ ଚୀନ୍ର ‘ଛୁଟି’ ଫର୍ମୁଲା
- ଡ୍ରୋନ୍ ଶିକାରୀ ‘ୟୋଲକା’: ରୁଷର ନୂଆ ବ୍ରହ୍ମାସ୍ତ୍ର
- ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ବାହୁଡ଼ା ଯାତ୍ରା ପାଇଁ ନୀତିନିର୍ଘଣ୍ଟ, ଶୃଙ୍ଖଳିତ ପହଣ୍ଡି ଓ ରଥଟଣା ଉପରେ ଗୁରୁତ୍ବ
- ଦେହଜୀବୀଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପୋଲିସ ଜୋର ଜବରଦସ୍ତ ଥଇଥାନ କରିପାରିବ ନାହିଁ
- ପୁଣି ବିଳମ୍ବ ହେବ ମୌସୁମୀ: କେରଳ ଛୁଇଁବାରେ ଲାଗିବ ସମୟ, ବଢ଼ିଲା ଏଲ ନିନୋ ପ୍ରଭାବ
- ଦିଲ୍ଲୀ ଅଭିମୁଖେ ନବୀନ, ୭ ଦିନିଆ ଗସ୍ତରେ କରିବେ…
- ମଶା ବଂଶ ନିପାତ କରିବ ଗୁଗଲ୍ ମଶା
- ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ନାମାଙ୍କନ ଆରମ୍ଭ
Comments are closed.