ଭୁବନେଶ୍ବର : ଆସନ୍ତାକାଲି ସମସ୍ତ ସରକାରୀ ଓ ବେସକାରୀ କଲେ ବନ୍ଦ ରହିବ । ଏ ନେଇ ଉଚ୍ଚ ଶିକ୍ଷା ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି କଂଗ୍ରେସ ବନ୍ଦ ଡାକରା ଦେଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ ବନ୍ଦ ଡାକରା ଦେଇଛି । ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ସେହିପରି ଆସନ୍ତାକାଲି ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
BREAKING NEWS
- ଆମେରିକା-ଇରାନ ବିବାଦ: ହରମୁଜ୍ ପ୍ରଣାଳୀ ଉପରେ କାହାର ନିୟନ୍ତ୍ରଣ? ନୂଆ ତଥ୍ୟ କଲା ଖୁଲାସା
- ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ
- ଆମେରିକା-ଇରାନ ଯୁଦ୍ଧ ଆଶଙ୍କା: କ୍ରମାଗତ ଚତୁର୍ଥ ଦିନ ପାଇଁ ବଢ଼ିଲା ଅଶୋଧିତ ତୈଳ ଦର
- ଜେନ-ଜି ରାସ୍ତା ଆପଣାଇଲେ କ’ଣ ହେବ? ଜାତିଭିତ୍ତିକ ଜନଗଣନାକୁ ନେଇ ମୋଦୀ ସରକାରଙ୍କୁ ରାହୁଲଙ୍କ ଚେତାବନୀ
- ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ଚୀନ୍, ତୀବ୍ରତା ୫.୬
- ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ବଢୁଛି ଲୋକଙ୍କ ଦୁର୍ଦ୍ଦଶା
- ପୁଣି ଥାର ଆତଙ୍କ; ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଓ ଷଣ୍ଢ ମୃତ
- କୋଲକାତାର ଏକ ହୋଟେଲରେ ଅଗ୍ନିକାଣ୍ଡ; ୯ ମୃତ
- ଅନିୟମିତତା ଅଭିଯୋଗ; ୪୪ ପରୀକ୍ଷା ବାତିଲ୍ କଲେ ଝାଡ଼ଖଣ୍ଡ ସରକାର
- ଶିଳ୍ପ ବର୍ଜ୍ୟବସ୍ତୁରୁ ବାହାରିବ ମୂଲ୍ୟବାନ ଧାତୁ: ନାଲକୋର ନୂଆ ପଦକ୍ଷେପ, ଭୁବନେଶ୍ୱରରେ ପାଇଲଟ୍ ପ୍ଲାଣ୍ଟ ଉଦ୍ଘାଟିତ

Comments are closed.