Latest Odisha News

BREAKING NEWS

ଗଞ୍ଜେଇ ଚାଲାଣ ରାକେଟରେ ମହିଳା, ୪ ଜଣ ଗିରଫ

ସୁନ୍ଦରଗଡ଼: ଗଞ୍ଜେଇ ଚାଲାଣ ରାକେଟରେ ମହିଳା । କାରରେ ଚାଲାଣ ବେଳେ ଧରିଲା ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ । ଜଣେ ମହିଳାଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି । ଟାଉନ୍ ଥାନା ଅନ୍ତର୍ଗତ ରାଣୀବଗିଚା ବାଇପାସ ନିକଟରୁ ଗାଡ଼ି ଓ ଗଞ୍ଜେଇ ଜବତ ହୋଇଛି । ପୋଲିସ ଜବତ କରିଛି ୭୦ କିଲୋଗ୍ରାମ୍ ଗଞ୍ଜେଇ । ଉମରକୋଟରୁ ମଥୁରାକୁ ଚୋରା ଚାଲାଣ ହେଉଥିଲା । ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୫ ହଜାର ଟଙ୍କା ବି ମିଳିଛି । ସେମାନଙ୍କୁ ଅଧିକ ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.