Latest Odisha News

BREAKING NEWS

ଜୁଲାଇ ୩୦ରେ ମୁକ୍ତିଲାଭ କରିବ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଚଳଚ୍ଚିତ୍ର

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଥିଆୱାଡି’ର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି। ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଥିଆୱାଡି’ ଜୁଲାଇ ୩୦, ୨୦୨୧ରେ ମୁକ୍ତିଲାଭ କରିବ ବୋଲି ଆଲିଆ ଆଜି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଆଲିଆ ଭଟ୍ଟ ଇନଷ୍ଟାଗ୍ରାମକୁ ନେଇ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଥିଆୱାଡି’ର ରିଲିଜ୍ ତାରିଖ ଏକ ନୂଆ ପୋଷ୍ଟର ସହିତ ସେୟାର କରିଥିଲେ। ସେ ଦୁଇଟି ପୋଷ୍ଟର କ୍ୟାପସନ୍ ଦେଇଛନ୍ତି, “୩୦ ଜୁଲାଇ, ୨୦୨୧।

ଗଙ୍ଗୁବାଇ କାଥିଆୱାଡିର ଟିଜର୍‌ ଫେବୃଆରୀ ୨୪ ଅର୍ଥାତ୍‌ ଆଜି ରିଲିଜ ହୋଇଛି। ଆଜି ଅର୍ଥାତ୍‌ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ଶାଳୀଙ୍କ ଜନ୍ମଦିନରେ ଫିଲ୍ମ ଟିଜର ରିଲିଜ ହୋଇଛି।

Leave A Reply

Your email address will not be published.