ବାଲିଗୁଡ଼ା: ମନ୍ଦିରକୁ ବି ଛାଡୁ ନାହାନ୍ତି ଲୁଟେରା । ଦେବଦେବୀଙ୍କ ଅଳଙ୍କାର ଲୁଟ୍ କରୁଛନ୍ତି । ଗୋଟିଏ ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦୁଇଟି ମନ୍ଦିରରୁ ଲୁଟ୍ ହୋଇଛି । ସୁନା ଗହଣା ଓ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଦକ୍ଷିଣକାଳୀ ମନ୍ଦିରରେ ମାଆଙ୍କ ସୁନା ଅଳଙ୍କାର ବି ନେଇଗଲେ । ମୁଖା ପିନ୍ଧା ଦୁର୍ବୃତ୍ତ ଲୁଟ୍ କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ତନାଘନା ତଦନ୍ତ କରୁଛି ପୋଲିସ ।
BREAKING NEWS
- ଭାରତୀୟ ମହିଳା ହକି ଦଳ ଘୋଷଣା: ଓଡିଶାରୁ ଜ୍ୟୋତି, ସୁନେଲିତା
- ପୁରୀ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ଜୟନ୍ତ ଷଡ଼ଙ୍ଗୀ
- ଝରିଗାଁରେ ଝଲସିବ କାହାର ଭାଗ୍ୟ ?
- ବ୍ରହ୍ମପୁରରେ ଗୁରୁ ଶିଷ୍ୟ ଲଢେଇ
- ଭବାନୀପାଟଣାରେ ଚମକିବ କାହାର ଭାଗ୍ୟ ?
- ମାଲକାନଗିରିରେ ସମ୍ମାନର ଲଢେଇ
- ମିଳିଲାନି ଟିକେଟ୍, ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ
- ୬ ବିଧାନସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା କଲା ବିଜେପି
- ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ ସାଂସଦ ପ୍ରାର୍ଥୀ ପରିନିତା ମିଶ୍ର
- ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି ବିରୋଧି: ପାଣ୍ଡିଆନ