ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଷ୍ଟିଲ୍ ପ୍ଲାଣ୍ଟ କରିବ ଆର୍ସେଲର ମିତ୍ତଲ । ତିଆରି ହେବ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା । ଏନେଇ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ୫୦ ହଜାର କୋଟି ବ୍ୟୟରେ ହେବ ଷ୍ଟିଲ୍ ପ୍ଲାଣ୍ଟ । ବର୍ଷକୁ ୧୨ ମିଲିୟନ ଟନ୍ ଷ୍ଟିଲ୍ ଉତ୍ପାଦନର ଲକ୍ଷ୍ୟ ରଖିଛି କମ୍ପାନୀ । ଏନେଇ ଲୋକସେବା ଭବନର ନିୟୁ କନଭେସନ ସେଣ୍ଟରରେ ରାଜ୍ୟ ସରକାର-ଆର୍ସେଲ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ।
BREAKING NEWS
- କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲଟେଜ୍ ପ୍ରଚାର, କହିଲେ ମିଛ କହୁଛନ୍ତି ବିରୋଧି
- ଆଉ କିଛି ଚାଲ ବାକି ଅଛି କହିଲେ ଜୟରାମ
- ଜଙ୍ଗଲ ନିଆଁରେ ଓଡିଶା ଆଗୁଆ; ରିପୋର୍ଟ
- ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ଦେବାଶିଷ ନାୟକ
- ୨୪ ଘଣ୍ଟାରେ ମିଳିବ ତାତିରୁ ଆଶ୍ବସ୍ତି
- ଆସନ୍ତା କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଗାଁ ରେ ମଦ ବିକ୍ରିକୁ ନେଇ ମହିଳାଙ୍କ ବିରୋଧ, ଥାନାରେ ଏତଲା
- ଚେସ ଖେଳାଳି କାସ୍ପାରୋଭ କହିଲେ ରାହୁଲ ଗାନ୍ଧୀଙ୍କ ସହ କେବଳ ମଜା କରିଥିଲି
- କେଉଁଠି ତାତି ତ କେଉଁଠି ବନ୍ୟା..
- ବଢିଲା ଏଲଭିଶ ଯାଦବଙ୍କ ଅଡୁଆ, ମନି ଲଣ୍ଡରିଂ କେସ ରୁଜୁ କଲା ଇଡି