Latest Odisha News

BREAKING NEWS

Browsing Tag

Kendrapara

ଗୁପ୍ତକ୍ଷେତ୍ର ସଖୀବଟ: ଏହି କ୍ଷେତ୍ରରେ ୧୨ଦିନ କାଳ ଲୁଚିଥିଲେ ଶ୍ରୀବଳଦେବଜୀଉ..

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଯମପଡ଼ା ପଞ୍ଚାୟତର ବିଲବଳରାମପୁର ଗାଁରେ ମାଳିକା ବର୍ଣ୍ଣିତ ପଞ୍ଚସଖାଙ୍କ ଲୀଳା ସ୍ଥଳୀ; ଗୁପ୍ତକ୍ଷେତ୍ର ଭାବେ ପରିଚିତ ସଖୀବଟ ଅବସ୍ଥିତ । ଏହି କ୍ଷେତ୍ରଟିରେ ପଞ୍ଚସଖା ଓ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ସମ୍ପର୍କ ଥିବାରୁ…

ବ୍ରାହ୍ମଣୀ ନଦୀରେ ମାତିଛି ମଣିଷ ଖିଆ କୁମ୍ଭୀର, ଗୋଟିଏ ମାସରେ ଗଲାଣି ୩ ଜୀବନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ । ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଲା ମଣିଷ ଖିଆ କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ଆଜି ଭୋର ସମୟରେ ଘାଗରାଡିହା ଗାଁର ଗଙ୍ଗାଧର ତରାଇ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ…

‘କେନ୍ଦ୍ରାପଡା’ ଏଥର ବିଜେଡିରୁ ଗୀତାଞ୍ଜଳି ନା ରାଜେଶ ?

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିରୁ କିଏ ହେବ ପ୍ରାର୍ଥୀ ?ଶଶୀଭୂଷଣଙ୍କ ଜାଗା କିଏ ନେବ। ଏହାକୁ ନେଇ ଏବେ କେନ୍ଦ୍ରାପଡା ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ଗତ ସାଧାରଣ ନିର୍ବାଚନରେ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହେବା ପରେ…

ଜଳିଗଲା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଘର

କେନ୍ଦ୍ରାପଡ଼ା: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତଳକୁସୁମା ପଞ୍ଚାୟତରେ ଥିବା ବିଜୟ ମହାପାତ୍ରଙ୍କ ଚାଳ ଛପର ଘରେ ଆଜି ମଧ୍ୟାହ୍ନରେ ହଠାତ୍ ନିଆଁ ଲାଗି…

ସରପଞ୍ଚ ସମର୍ଥକଙ୍କ ଟାହି-ଟାପରା ସହି ନପାରି ଯୁବତୀଙ୍କ ଆତ୍ମହତ୍ୟା

ପାଟକୁରା: ଅସଦାଚରଣକୁ ସହ୍ୟ ନକରି ପାରି ଯୁବତୀଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମୁଦା ଗ୍ରାମର ପିଙ୍କି ଓରଫ ଶୁଭଶ୍ରୀ ସୁଭଦର୍ଶିନୀ ସ୍ୱାଇଁ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗତ ମାସ ଜୁନ ୧୭ରେ ଯୁବତୀଙ୍କ ପରିବାର ଲୋକଙ୍କ…

କେନ୍ଦ୍ରାପଡ଼ାରେ ଡକାୟତି ଗ୍ୟାଙ୍ଗ ର ୧୬ ଗିରଫ

କେନ୍ଦ୍ରାପଡ଼ା: ତନ୍ତିଆପାଳ ସାମୁଦ୍ରିକ ଥାନା କାକଟପୁର ଗାଁର କାର୍ତ୍ତିକ ସ୍ୱାଇଁ ଘର ଡକାୟତି ଘଟଣାରେ ଶନିବାର ମୋଟ୍ ୧୬ ଜଣ ଗିରଫ ହୋଇଛନ୍ତି । ୯ଜଣ ଡକାୟତ ଓ ଚୋରି ଜିନିଷ କିଣିଥିବା ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା…

ଦାବି ପୂରଣ ନହେବାରୁ ନିଆରା ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂକୀର୍ତ୍ତନ କଲେ ଅନଶନରେ ବସିଥିବା ଲୋକ

କେନ୍ଦ୍ରପଡ଼ା: କେନ୍ଦ୍ରାପଡା ବ୍ଲକ ବାରୋ ପଞ୍ଚାୟତବାସୀଙ୍କ ନିଆରା ପ୍ରତିବାଦ । ଦାବି ପୂରଣ ନହେବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂକୀର୍ତ୍ତନ କରିଛନ୍ତି ଅନଶନରେ ବସିଥିବା ଲୋକେ । ହାତରେ ମୃଦଙ୍ଗ, ଝୁମୁକା ଓ ଝାଞ୍ଜ ଆଦି ଧରି ନାମ ସଂକୀର୍ତ୍ତନ  କରି ଅଭିବନ ଉପାୟରେ ପ୍ରତିବାଦ…

ବଡ଼ଭାଇକୁ ଜୀଅନ୍ତା ପୋଡ଼ି ମାରିବାକୁ ସାନଭାଇର ଉଦ୍ୟମ !

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗା ଝାଡ଼ମାଳ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଭାଇକୁ ଜାଳିଦେବାକୁ ଭାଇର ଉଦ୍ୟମ । ବଡ଼ଭାଇ ଶୋଇଥିବା ବେଳେ ସାନଭାଇ ଘରେ ନିଆଁ ଲଗାଇ ଜାଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବଡ଼ଭାଇ ବିଚିତ୍ର…

କେନ୍ଦ୍ରାପଡ଼ାରେ ଷ୍ଟିଲ୍ ପ୍ଲାଣ୍ଟ କରିବ ଆର୍ସେଲର ମିତ୍ତଲ, ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷରିତ 

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଷ୍ଟିଲ୍ ପ୍ଲାଣ୍ଟ କରିବ ଆର୍ସେଲର ମିତ୍ତଲ । ତିଆରି ହେବ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା । ଏନେଇ ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ୫୦ ହଜାର କୋଟି ବ୍ୟୟରେ ହେବ ଷ୍ଟିଲ୍ ପ୍ଲାଣ୍ଟ । ବର୍ଷକୁ ୧୨ ମିଲିୟନ ଟନ୍‌ ଷ୍ଟିଲ୍…

ଦୁଇ ଜଣଙ୍କୁ ଟାଣି ନେଲା କୁମ୍ଭୀର: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ଆଳି ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ନଦୀରେ ଗାଧୋଉଥିବା ବେଳେ ଏକା ସଙ୍ଗେ ଦୁଇ ଜଣଙ୍କୁ ଟାଣିନେଲା କୁମ୍ଭୀର । ଏଭଳି ଅଭାବନୀୟ ଘଟଣା ଘଟିଛି ବରୁଣା ପଞ୍ଚାୟତ ପାରି ମୁକୁନ୍ଦପୁର ଗାଁରେ । ସୂଚନାଯୋଗ୍ୟ ଯେ, ଖରସ୍ରୋତା ନଦୀରେ ୧୬ବର୍ଷର ବାଳକ ରୁଦ୍ର…