ଭୁବନେଶ୍ୱର: ଇଣ୍ଟରନେଟ୍ରେ ଚହଳ । ସୋସିଆଲ୍ ମିଡିଆରେ ଭାଇରାଲ୍ । ମୁମ୍ବାଇରେ କୋକୁଆ ଭୟ । ଇଣ୍ଟରନେଟ୍ରେ ଘୁରିବୁଲୁଥିବା ଏକ ଭିଡିଓକୁ ନେଇ ଜାରି ରହିଛି ଅନବରତ କଳ୍ପନାଜଳ୍ପନା । ମୋବାଇଲରେ କଏଦ ହୋଇଛି ଏକ ହତ୍ୟାକାଣ୍ଡର ଭିଡିଓ । କିଛି ଏପରି ଲେଖି ଲୋକେ ଏକ ଭିଡିଓକୁ ବହୁଳମାତ୍ରାରେ ପ୍ରଘଟ କରିଛନ୍ତି । ହେଲେ ସତ୍ୟାସତ୍ୟ ଛାନ୍ଭିନ୍ କରିବା ପରେ ସାମ୍ନାକୁ ଆସିଥିଲା କିଛି ଭିନ୍ନ କାହାଣୀ ।
BREAKING NEWS
- ଖରାଦିନେ ଖାଆନ୍ତୁ ଛତୁଆ, ମିଳିବ ଅନେକ ସ୍ଵାସ୍ଥ୍ୟଗତ ଫାଇଦା
- ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ
- ନିର୍ବାଚନ ବେଳେ ଚିଟଫଣ୍ଡ ପ୍ରସଙ୍ଗ, ଆଭିମୁଖ୍ୟରେ ଆନ୍ତରିକତା ରହିଛି ନା ଭୋଟ୍ ବ୍ୟାଙ୍କ ରାଜନୀତି?
- ୯୯.୭୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ ଛାତ୍ରୀ, ଏବେ ବ୍ରେନ ହେମରେଜ୍ରୁ ମୃତ୍ୟୁ
- ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ ଜବାବ: ଅସାଧୁ ଉପାୟରେ ଫାଇଦା ଦେଇଥିଲେ ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ
- ପୁରୀରେ ରୋଡ୍ ସୋ ପୂର୍ବରୁ ଶ୍ରୀମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ: ସମ୍ବିତ ପାତ୍ର
- ଗଞ୍ଜାମରେ ନିର୍ବାଚନ ହିଂସାକୁ ଦେଖି ୨୦ରେ ମତଦାନ ବେଳେ ସିଏପିଏଫର ୨୦ କମ୍ପାନୀ ମୁତୟନ କରାଯିବ
- ଆଇଟିଏଫ ଜୁନିୟର ଗ୍ରାଣ୍ଡସ୍ଲାମ ଡେଭେଲପମେଂଟ ପ୍ରୋଗ୍ରାମ ପାଇଁ ଚୟନ ହେଲେ ଓଡିଶାର ଆହାନ
- ଜୀବନପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ
- ଚାରିଧାମ ଯାତ୍ରା ବେଳେ ଭିଡିଓ କିମ୍ବା ରିଲ୍ସ କରିପାରିବେନି ଭକ୍ତ