ବାଙ୍କୀ: ଚନ୍ଦକା ଅଭୟାରଣ୍ୟ ପାଖ ଜଙ୍ଗଲରେ ନିଆଁ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ପାଖରେ ଥିବା ଦେଉଳିଆ ବାଘରାଖୋଲ ଜଙ୍ଗଲ ଜଳୁଥିବା ସୂଚନା ମିଳିଛି । ତେବେ ଏଯାଏ ଘଟଣାସ୍ଥଳରେ ଅଗ୍ନିଶମବାହିନୀ କି ବନ ବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି । ନିଆଁ ଆୟତ୍ତ ନହେଲେ ଅଭୟାରଣ୍ୟକୁ ବ୍ୟାପିବା ଆଶଙ୍କା ମଧ୍ୟ ରହିଛି । ବନ ବିଭାଗ ଓ ଅଗ୍ନିଶମ ବାହିନୀର ଅବହେଳା ନେଇ ପ୍ରଶ୍ନବାଚୀ ସୂୃଷ୍ଟି ହୋଇଛି ।
BREAKING NEWS
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
Comments are closed.