Latest Odisha News

BREAKING NEWS

Browsing Tag

Banki

କାର୍ ଧକ୍କାରେ ଗଲା କନଷ୍ଟେବଳଙ୍କ ଜୀବନ

କଟକ: ମର୍ଣ୍ଣଂ ଓ୍ୱାକରେ ଯିବା ବେଳେ ଧକ୍କା ଦେଲା କାର୍ । ଦୁର୍ଘଟଣା ନେଲା କନଷ୍ଟେବଳଙ୍କ ଜୀବନ । କଟକ ଜିଲ୍ଲା ବାଙ୍କୀ ଥାନା କଇଁମୁଣ୍ଡି ଚାରିଘରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର କନେଷ୍ଟବଳ ରମେଶ ଚନ୍ଦ୍ର ପରିଡ଼ା । ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ…

ଜଙ୍ଗଲରେ ନିଆଁ: ହୁତୁହୁତୁ ହୋଇ ଜଳୁଛି ଦେଉଳିଆ ବାଘରାଖୋଲ ଜଙ୍ଗଲ 

ବାଙ୍କୀ: ଚନ୍ଦକା ଅଭୟାରଣ୍ୟ ପାଖ ଜଙ୍ଗଲରେ ନିଆଁ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ପାଖରେ ଥିବା ଦେଉଳିଆ ବାଘରାଖୋଲ ଜଙ୍ଗଲ ଜଳୁଥିବା ସୂଚନା ମିଳିଛି । ତେବେ ଏଯାଏ ଘଟଣାସ୍ଥଳରେ ଅଗ୍ନିଶମବାହିନୀ କି ବନ ବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି । ନିଆଁ ଆୟତ୍ତ ନହେଲେ ଅଭୟାରଣ୍ୟକୁ ବ୍ୟାପିବା ଆଶଙ୍କା…

ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ: ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ଖବର ଅନୁଯାୟୀ, ଶନିବାର ସକାଳେ ଘୋଳପୁର ଗ୍ରାମର ଗୋବିନ୍ଦ ବେହେରା ନାମକ ଜଣେ ଯୁବକ ବାଇକ୍ ନେଇ ଦୋକାନକୁ ସଉଦା କରିବାକୁ ଯାଉଥିଲାବେଳେ…

କ୍ୟାନସର ରୋଗୀଙ୍କୁ ରାସ୍ତା ଉପରେ ଶୁଆଇ ପ୍ରତିବାଦ

କଟକ: ରାଜରାସ୍ତାରେ ଶୋଇଲେ କ୍ୟାନ୍‌ସର ରୋଗୀ । ମିଳିଲାନି ଚିକିତ୍ସା । ଉତ୍ତମ ଚିକିତ୍ସା ଦାବିରେ ରାସ୍ତାରେ ଉପରେ ରୋଗୀଙ୍କୁ ଶୁଆଇ ପ୍ରତିବାଦ କଲେ ଗାଁ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ-କଳାପଥର ମୁଖ୍ୟ ରାସ୍ତାରେ । କିଛି ଯୁବକ ଜଣେ କ୍ୟାନ୍‌ସର ରୋଗୀଙ୍କୁ ଶୁଆଇ…

ବଜ୍ରପାତ ନେଲା ଦୁଇ ଜୀବନ, ୩ ଗୁରୁତର

ବାଙ୍କୀ: ବଜ୍ରପାତରେ ଗଲା ଦୁଇ ଜୀବନ । ବାଙ୍କି ଦୋଲଣାପୁର ଗାଁରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଲିପୁ ପରିଡା ଓ ଧାଡ଼ିଆ ସାହୁ । ଆହତମାନଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଚାଷ ଜମିରେ କାମ କରୁଥିବା ବେଳେ…