Latest Odisha News

BREAKING NEWS

ଛତିଶଗଡରେ ବଢ଼ୁଛି କରୋନା ସଂକ୍ରମଣ: ସ୍କୁଲ, କଲେଜ ଓ ଅଙ୍ଗନଓ୍ଵାଡି କେନ୍ଦ୍ର ବନ୍ଦ କରିବାକୁ ଘୋଷଣା

ରାୟପୁର: ଛତିଶଗଡ଼ରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ, କଲେଜ୍ ଓ ଅଙ୍ଗନଓ୍ଵାଡିକୁ ବନ୍ଦ କରିଛନ୍ତି । ମନ୍ତ୍ରୀ ରବୀନ୍ଦ୍ର ଚୌବେ ଆଜି ଏହି ବଡ ପଦକ୍ଷେପ ନେଇଛନ୍ତି । 

ମନ୍ତ୍ରୀ କହିଛନ୍ତି, ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟରେ ସ୍କୁଲ, କଲେଜ୍ ଓ ଅଙ୍ଗନଓ୍ଵାଡିକୁ ବନ୍ଦ କରାଯାଉଛି । ଛତିଶଗଡରେ ଗତ ୨୪ ଘଣ୍ଟାରେ ୧୨୭୩ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୨୩, ୧୫୩ରେ ପହଞ୍ଚିଲାଣି ।

Leave A Reply

Your email address will not be published.