Latest Odisha News

BREAKING NEWS

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କରୋନା ସଂକ୍ରମିିତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କରୋନା ସଂକ୍ରମିିତ ହୋଇଛନ୍ତି ଏବଂ ବର୍ତ୍ତମାନ ସେ ପୃଥକ ଭାବେ ସଙ୍ଗରୋଧରେ ରହିଛନ୍ତି।

“ମୁଁ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ ପୃଥକ୍‌ ରଖିଛି। ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ସଂସ୍ପର୍ଶରେ ଆସିଛନ୍ତି, ଦୟାକରି ସତର୍କ ରୁହନ୍ତୁ ଏବଂ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ରାୱତ ଟ୍ୱିଟ୍ କରି କହିଛନ୍ତି।

Comments are closed.