- ଖଜୁରୀରେ ଏମିତି ନ୍ୟୁଟ୍ରିଏଣ୍ଟ୍ସ ରହିଛି, ଯାହା ସ୍ବାସ୍ଥ୍ୟ ସହିତ ସୁନ୍ଦରତାକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।
- ଖଜୁରୀକୁ ଫ୍ରୁଡ୍ସ ସାଲାଡରେ ମିକ୍ସ କରି ଖାଇପାରିବେ । ନଚେତ ଡ୍ରାଏଫ୍ରୁଡ୍ସ ସହିତ ମଧ୍ୟ ଖାଇପାରିବେ ।
- ଖଜୁରୀରେ ପେଣ୍ଟଥେନିକ ଏସିଡ ରହିଛି । ଏହାଦ୍ବାର ଡେଡ ସ୍ମିନ୍ ବାହାରି ଯାଇଥାଏ । ଶରୀରର ମୃତ ଚର୍ମ ଦୂର ହୋଇଥାଏ ।
- ନିୟମିତ ଖଜୁରୀ ଖାଇଲେ ଚେହେରାରେ ଚମକ ଆସିଥାଏ ।
- ଖଜୁରୀରେ ଭିଟାମିନ୍ ସି ରହିଛି ।
- ବ୍ରଣ, ନାଲି ବ୍ରଣ ଏବଂ ଷ୍ଟ୍ରେଚ୍ ମାର୍କ୍ସ ଦୂର ହୋଇଥାଏ ପ୍ରତିଦିନ ଖଜୁରୀ ଖାଇଲେ ।
- ପ୍ରତିଦିନ ଖଜୁରୀ ଖାଇଲେ କେଶ ଘନ ହେବା ସହ କଳା ହୋଇଥାଏ ।
- କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ ।
- ଖଜୁରୀରେ ଆଇରନ୍ ରହିଛି, ଯାହାଦ୍ବାରା ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ ।
BREAKING NEWS
- ୪୪ ଡିଗ୍ରୀ ସହ ବୌଦ୍ଧ ଓ ନୂଆପଡ଼ା ରାଜ୍ୟର ଉତ୍ତପ୍ତ ସହର, ଉପକୂଳରୁ ହଟିଲା ଗ୍ରୀଷ୍ମପ୍ରବାହ ସ୍ଥିତି
- ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଫୁଙ୍କିଲେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସଂଗ୍ରାମ ମହାପାତ୍ର
- ଗୁଣୁପୁରରୁ ନବୀନ ସରକାର ଉପରେ ବର୍ଷିଲେ ସାଂସଦ ବିପ୍ଳବ କୁମାର ଦେଓ
- କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ: ଏଚଡି ରେଭନ୍ନାଙ୍କୁ ଗିରଫ କଲା ଏସିଆଇଟି
- ବାୟୁସେନା ବାହନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ୫ ଯବାନ ଆହତ
- ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ କରୀନା
- ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ
- ରୋହିତ ଶର୍ମା ଆଘାତପ୍ରାପ୍ତ !
- ଓଡ଼ିଶା ଭଳି ରାଜ୍ୟର ନେତା, ତା ନିଜ ମାଟିର ପୁଅ ହୁଅନ୍ତୁ; ଜୟଶଙ୍କର
- ନାମାଙ୍କନ ଦାଖଲ କଲେ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର