Latest Odisha News

BREAKING NEWS

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କରୋନା ପଜିଟିଭ

ତ୍ରିପୁରା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କରୋନା ସଂକ୍ରମିତ ହୋଇଛନ୍ତି।

ସମସ୍ତ କୋଭିଡ୍‌ ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ଏବଂ ନିରାପଦରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଇ ସେ ଟ୍ୱିଟ୍ କରି କହିଛନ୍ତି ଯେ, “ମୁଁ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଘରେ ପୃଥକ ଭାବେ ରହିଛି‌ । ”

 

Comments are closed.