Latest Odisha News

BREAKING NEWS

Browsing Tag

tripura cm

ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ପୈତୃକ ଘର ଉପରେ ଆକ୍ରମଣ; ଘର ଓ ଗାଡ଼ି ଜାଳି ଦେଲେ

ଅଗରତାଲା: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିପ୍ଳବ ଦେବଙ୍କ ପୈତୃକ ଘର ଉପରେ ଆକ୍ରମଣ। ଗତକାଲି ସନ୍ଧ୍ୟାରେ ସିପିଆଇଏମ୍‌ ସମର୍ଥକ ଗୁଣ୍ଡାମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆଜି ବିପ୍ଳବ ଦେବଙ୍କ ବାପା ହିରୁଧାନ ଦେବଙ୍କ ଶ୍ରାଦ୍ଧ କାର୍ଯ୍ୟ…

କଂଗ୍ରେସରୁ ଆସିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଉଛି ବିଜେପି

ଓଡ଼ିଶା ସମ୍ବାଦ ବ୍ୟୁରୋ: କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ନେତାଙ୍କ କାଟତି ବଢୁଛି । ସେମାନଙ୍କ ହାତରେ ବିଭିନ୍ନ ରାଜ୍ୟର କମାଣ ହେଉଛି ବିଜେପି । ଆସାମ ପରେ ଏବେ ତ୍ରିପୁରା । ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ଗାଦିରେ ହିମନ୍ତ ବିଶ୍ୱଶର୍ମାଙ୍କୁ ବସାଇଥିଲା ବିଜେପି । ସେ କଂଗ୍ରେସ ଛାଡ଼ି…

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କରୋନା ପଜିଟିଭ

ତ୍ରିପୁରା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ କୋଭିଡ୍‌ ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ଏବଂ ନିରାପଦରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଇ ସେ ଟ୍ୱିଟ୍ କରି କହିଛନ୍ତି ଯେ, “ମୁଁ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛି। ଡାକ୍ତରଙ୍କ…